Author: NAZMEEN PARWEEN

ଆଜିର ଦୁନିଆରେ ଯୁଦ୍ଧ କେବଳ ସୀମାରେ ଲଢ଼ାଯାଉନି, ବରଂ ମହାକାଶରୁ ମଧ୍ୟ ଶତ୍ରୁ ଉପରେ ନଜର ରଖାଯାଉଛି। ନିକଟରେ ଚୀନ ସହାୟତାରେ ପାକିସ୍ତାନ ତା’ର ନୂଆ ସାଟେଲାଇଟ୍ EO-3 ଲଞ୍ଚ କରିଛି। ପାକିସ୍ତାନ କହୁଛି ଏହା କୃଷି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପାଇଁ, କିନ୍ତୁ ଅସଲରେ ଏହା ଭାରତ ଉପରେ ନଜର ରଖିବା ପାଇଁ ଏକ ଚାଲ୍। କିନ୍ତୁ ଶତ୍ରୁ ଏହା ଭୁଲିଯିବା ଉଚିତ ନୁହେଁ ଯେ ଭାରତ ଏବେ ଆଉ ପଛରେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍ କିଲ୍ଲାରୁ ଯେଉଁ ‘ସୁଦର୍ଶନ ଚକ୍ର’ ମିଶନ ବିଷୟରେ ଘୋଷଣା କରିଥିଲେ, ତାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି। କ’ଣ ଏହି ସୁଦର୍ଶନ ଚକ୍ର? କେମିତି ଏହା ଆମେରିକାର ‘ଗୋଲ୍ଡେନ୍ ଡୋମ’ ଏବଂ ଇସ୍ରାଏଲର ‘ଆଇରନ୍ ଡୋମ’ ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ହେବ? ଆଜିର ଏହି ବିଶେଷ ରିପୋର୍ଟରେ ଆମେ ଏହାର ପ୍ରତିଟି ଦିଗ ଉପରେ ବିସ୍ତୃତ ଆଲୋଚନା…

Read More