Author: NAZMEEN PARWEEN

ଭାରତୀୟ ଗଣତନ୍ତ୍ରର ଇତିହାସରେ ୨୦୨୬ର ଏହି ପାଞ୍ଚରାଜ୍ୟର ନିର୍ବାଚନ ଫଳାଫଳ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦେଶର ରାଜନୈତିକ ପାଣିପାଗ ଏବେ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, କେବଳ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ସନ୍ତୁଷ୍ଟ କରି କ୍ଷମତା ଦଖଲ କରିବାର ଦିନ ଏବେ ଶେଷ ହେବାକୁ ଯାଉଛି। ଗତକାଲି ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି— ଭାରତର ବହୁସଂଖ୍ୟକ ହିନ୍ଦୁ ଭୋଟର ଏବେ ନିଜର ସାମ୍ବିଧାନିକ ଅଧିକାର ଓ ସାଂସ୍କୃତିକ ସୁରକ୍ଷା ପାଇଁ ଏକଜୁଟ ହୋଇଛନ୍ତି। ବିଜେପି ଏହି ‘ହିନ୍ଦୁ ଏକତ୍ରିକରଣ’କୁ ସଫଳତାର ସହ ପ୍ରୟୋଗ କରିଥିବାବେଳେ, ବିରୋଧୀ ଦଳଗୁଡ଼ିକର ‘ମୁସଲିମ ପ୍ରେମ’ ଓ ବିଶେଷ କରି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ନୀତି ସେମାନଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ଫଳରେ ଆଗାମୀ ବର୍ଷ ହେବାକୁ ଥିବା ରାଜ୍ୟଗୁଡ଼ିକର ମୁସଲିମ ପ୍ରେମୀ ଦଳମାନଙ୍କର ବିଶେଷ କରି ସମାଜବାଦୀ ପାର୍ଟି, ଆପ୍‍ ଭଳି ଦଳମାନଙ୍କର ଚିନ୍ତା…

Read More