Author: NAZMEEN PARWEEN

ଭାରତରେ ସିନେମା ଏବଂ ରାଜନୀତି ମଧ୍ୟରେ ଏକ ଅତି ନିବିଡ଼ ସମ୍ପର୍କ ରହିଛି। ବିଶେଷ କରି ଦକ୍ଷିଣ ଭାରତରେ, ଯେଉଁଠି ଜଣେ ଅଭିନେତାଙ୍କୁ କେବଳ କଳାକାର ଭାବେ ନୁହେଁ, ବରଂ ଜଣେ ଭଗବାନଙ୍କ ଅବତାର ଭାବେ ପୂଜା କରାଯାଏ। ଯେତେବେଳେ ଜଣେ ଷ୍ଟାର୍ ପରଦାରେ ଗରିବଙ୍କ ପାଇଁ ଲଢ଼େଇ କରନ୍ତି, ସେତେବେଳେ ଜନତାଙ୍କ ମନରେ ଏକ ଆଶା ଜାଗେ – ‘ଯଦି ଏହି ନାୟକ ବାସ୍ତବ ଜୀବନରେ ମଧ୍ୟ ଆମର ନେତା ହୁଅନ୍ତେ!’ ସେହି ମହାନାୟକ, ଯେଉଁମାନେ ସିନେମାରେ କୋଟି କୋଟି ହୃଦୟ ଜିତିବା ପରେ ରାଜନୀତିର ମଇଦାନକୁ ଓହ୍ଲାଇଲେ। ଏମ୍.ଜି. ରାମଚନ୍ଦ୍ରନ (ଏମଜିଆର)ଙ୍କ ଠାରୁ ଆରମ୍ଭ କରି ଏନ୍.ଟି. ରାମାରାଓ, ପବନ କଲ୍ୟାଣ ଏବଂ ଏବେକାର ସୁପରଷ୍ଟାର ଥାଲାପତି ବିଜୟଙ୍କ ପର୍ଯ୍ୟନ୍ତ। କିଏ ସଫଳ ହେଲେ? କାହାକୁ ମିଳିଲା ନିରାଶା? ଆଉ କାହିଁକି ଦକ୍ଷିଣ ଭାରତରେ ଅଭିନେତାଙ୍କୁ ମୁଖ୍ୟମନ୍ତ୍ରୀ ଚେୟାର ପର୍ଯ୍ୟନ୍ତ ପହଞ୍ଚାଇ ଦିଏ ଜନତାଙ୍କ ଭଲ ପାଇବା? ଦେଶର…

Read More