Author: NAZMEEN PARWEEN

ବଙ୍ଗର ବିଭାଜନ ପୂର୍ବ ଦଙ୍ଗା ଓ ସାମ୍ପ୍ରଦାୟିକ ହିଂସାର ଇତିହାସ ମଧ୍ୟରେ ଏକ ନାମ ଆଜି ପୁଣି ଚର୍ଚ୍ଚାକୁ ଆସୁଛି—ଗୋପାଳ ପାଠା। କେହି ତାଙ୍କୁ “ହିନ୍ଦୁମାନଙ୍କ ରକ୍ଷକ” ବୋଲି କହୁଥିବାବେଳେ, ଅନ୍ୟପଟେ ସମାଲୋଚକମାନେ ତାଙ୍କୁ ସାମ୍ପ୍ରଦାୟିକ ହିଂସା ସହ ଜଡ଼ିତ ବିବାଦିତ ବ୍ୟକ୍ତିତ୍ୱ ଭାବେ ଦେଖନ୍ତି। ସାମାଜିକ ଗଣମାଧ୍ୟମରେ ଗୋପାଳ ପାଠାଙ୍କୁ “ଭୁଲିଯାଇଥିବା ହିରୋ” ଭାବେ ପ୍ରଚାର କରାଯାଉଥିବାବେଳେ, ଇତିହାସବିଦ୍ ଓ ରାଜନୀତିକ ବିଶ୍ଳେଷକମାନଙ୍କ ମଧ୍ୟରେ ତାଙ୍କ ଭୂମିକାକୁ ନେଇ ମତଭେଦ ଜାରି ରହିଛି। Direct Action Day ଓ କଲକାତାର ରକ୍ତରଞ୍ଜିତ ଇତିହାସ ଗୋପାଳ ପାଠାଙ୍କ କାହାଣୀ ବୁଝିବା ପାଇଁ ଇତିହାସକୁ ଫେରିବାକୁ ପଡ଼େ ୧୯୪୬ ମସିହାକୁ। ସେ ସମୟରେ ଭାରତରେ ହିନ୍ଦୁ-ମୁସଲିମ ତଣାତଣି ଚରମରେ ଥିଲା ଏବଂ ମୁସଲିମ ଲିଗ ଅଲଗା ପାକିସ୍ତାନ ଦାବି କରୁଥିଲା। ୧୬ ଅଗଷ୍ଟ ୧୯୪୬ରେ ମହମ୍ମଦ ଅଲି ଜିନ୍ନା “Direct Action Day” ଘୋଷଣା କରିଥିଲେ। ସେହି ଦିନ କଲକାତାରେ ଭୟାବହ ସାମ୍ପ୍ରଦାୟିକ…

Read More