Author: NAZMEEN PARWEEN

ଭାରତୀୟ ରାଜନୀତିରେ କଂଗ୍ରେସ ଦଳ ଏକ ସମୟରେ ସବୁଠାରୁ ପ୍ରଭାବଶାଳୀ ଶକ୍ତି ଭାବେ ପରିଚିତ ଥିଲା। ସ୍ୱାଧୀନତା ପରବର୍ତ୍ତୀ ଦଶକଗୁଡ଼ିକରେ ଦେଶର ଅଧିକାଂଶ ରାଜ୍ୟରେ କଂଗ୍ରେସର ଶାସନ ଥିଲା। ନେହରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଦଳ ଭାରତୀୟ ରାଜନୀତିର କେନ୍ଦ୍ରବିନ୍ଦୁରେ ରହିଥିଲା। କିନ୍ତୁ ଗତ ଦୁଇ ଦଶକ ଧରି କଂଗ୍ରେସର ଦୁର୍ବଳତା ସହ ଏକ ନାମ ବାରମ୍ବାର ଯୋଡ଼ାଯାଉଛି — ରାହୁଲ ଗାନ୍ଧୀ। ସୋସିଆଲ ମିଡିଆରେ ଏବେ ରାହୁଲ ଗାନ୍ଧୀଙ୍କୁ ନେଇ ଏକ ନୂଆ ଟ୍ୟାଗ୍ ଭୟଙ୍କର ଭାବେ ଭାଇରାଲ୍ ହେଉଛି — “The Ultimate Destroyer” ବା “ପରମ ବିନାଶକାରୀ”। ଏହି ଟ୍ୟାଗ୍‌କୁ ନେଇ ରାଜନୀତିକ ମହଳରେ ମଧ୍ୟ ଚର୍ଚ୍ଚା ବଢ଼ିଛି। ପ୍ରଶ୍ନ ଉଠୁଛି — ରାହୁଲ ଗାନ୍ଧୀ ସତରେ କଂଗ୍ରେସ ଓ ବିରୋଧୀ ଦଳମାନଙ୍କ ପାଇଁ ଭାର ହୋଇପଡ଼ିଛନ୍ତି କି? କଂଗ୍ରେସର ପତନ ଓ ରାହୁଲଙ୍କ ନେତୃତ୍ୱ ୨୦୦୪ ପରେ ଧୀରେ ଧୀରେ…

Read More