Author: NAZMEEN PARWEEN

ପାକିସ୍ତାନ ପାଇଁ ଏବେ ଚତୁର୍ଦ୍ଦିଗରୁ ବିପଦ ମାଡ଼ି ଆସୁଛି। ଗୋଟେ ପଟେ ଆର୍ଥିକ ସଙ୍କଟ, ଆଉ ଅନ୍ୟପଟେ ପଡ଼ୋଶୀ ଦେଶମାନଙ୍କ ସହ ସୀମା ବିବାଦ। କିନ୍ତୁ ଏବେ ଯେଉଁ ଖବର ସାମ୍ନାକୁ ଆସୁଛି, ତାହା ପାକିସ୍ତାନ ସେନାର ନିଦ ହଜାଇ ଦେଇଛି।” ପାକିସ୍ତାନର ଅତି ଗୁରୁତ୍ୱପୂର୍ଣ୍ଣ ‘ନୂର ଖାନ ଏୟାରବେସ୍’ (Noor Khan Air Base) ଉପରେ ହୋଇଛି ଏକ ବଡ଼ ଧରଣର ଆକ୍ରମଣ! ଆଉ ଏହି ଆକ୍ରମଣ ପଛରେ କୌଣସି ଆତଙ୍କବାଦୀ ସଙ୍ଗଠନ ନୁହେଁ, ବରଂ ସିଧାସଳଖ ଆଫଗାନିସ୍ତାନ ବାୟୁସେନାର ହାତ ଥିବା କୁହାଯାଉଛି। “ସୂଚନା ଅନୁଯାୟୀ, ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଦାବି କରାଯାଇଛି ଯେ, ସେମାନଙ୍କ ବାୟୁସେନା ପାକିସ୍ତାନ ଭିତରେ ପଶି ଏକାଧିକ ସାମରିକ ଘାଟିକୁ ଟାର୍ଗେଟ୍ କରିଛି। ରାୱଲପିଣ୍ଡିରେ ଥିବା ଏହି ନୂର ଖାନ ଏୟାରବେସ୍‌କୁ ଡ୍ରୋନ୍ ସାହାଯ୍ୟରେ ଛାରଖାର କରିଦିଆଯାଇଛି। ଖାଲି ସେତିକି ନୁହେଁ, କ୍ୱେଟା ଏବଂ ଖାଇବର ପାଖ୍‌ତୁନଖୱାରେ ଥିବା ପାକିସ୍ତାନୀ…

Read More