Author: NAZMEEN PARWEEN

୨୦୨୪ ସାଧାରଣ ନିର୍ବାଚନ ପରଠାରୁ ଓଡ଼ିଶା ରାଜନୀତିରେ ଏକ ଅଜବ, ରହସ୍ୟଜନକ ସ୍ଥିତି ଦେଖିବାକୁ ମିଳୁଛି। ଗୋଟିଏ ପଟେ ବିଜେଡି ଏବଂ ଏହାର ସଭାପତି ନବୀନ ପଟ୍ଟନାୟକ ନିର୍ବାଚନ ପରାଜୟ ପରେ ଏକ ପ୍ରକାରର ‘ବନବାସ’ରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ, ଅନ୍ୟପଟେ ଏକ ବଡ଼ ଚର୍ଚ୍ଚା ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିଛି। ଆଉ ସେଇ ଚର୍ଚ୍ଚାଟି ହେଲା—ବର୍ତ୍ତମାନର ଶାସକ ଦଳ ଅର୍ଥାତ୍ ବିଜେପି ହିଁ ନବୀନ ପଟ୍ଟନାୟକ ଏବଂ ବିଜେଡିର ଗୁରୁତ୍ୱକୁ ପୁଣିଥରେ ବଢ଼ାଉଛି! ଆଶ୍ଚର୍ଯ୍ୟର କଥା ହେଲା, ଏହି କଥାକୁ ଏବେ ବିଜେଡି ନେତାମାନେ ମଧ୍ୟ ପରୋକ୍ଷରେ ସ୍ୱୀକାର କରିବା ଆରମ୍ଭ କଲେଣି। ତେବେ ପ୍ରଶ୍ନ ଉଠୁଛି—ଯେଉଁ ବିଜେପି ଗତ ନିର୍ବାଚନରେ ପରିବର୍ତ୍ତନର ସ୍ଲୋଗାନ୍ ଦେଇ କ୍ଷମତାକୁ ଆସିଥିଲା, ସେମାନେ କାହିଁକି ବିଜେଡିକୁ ପୁଣି ଜୀବନ୍ତ କରିବାକୁ ବାଟ ଛାଡ଼ି ଦେଉଛନ୍ତି?  ପ୍ରଥମ ପର୍ଯ୍ୟାୟ: ସିଏଜି (CAG) ରିପୋର୍ଟ ଏବଂ ଦୁର୍ନୀତି ପ୍ରସଙ୍ଗ ଟିକେ…

Read More