Author: NAZMEEN PARWEEN

ରାଜନୀତିରେ ଏକ ପ୍ରବାଦ ଅଛି—”ଶତ୍ରୁର ଶତ୍ରୁ ମିତ୍ର ହୋଇଥାଏ।” କିନ୍ତୁ କଳ୍ପନା କରନ୍ତୁ, ଯଦି ସେହି ମିତ୍ରତା ହିଁ ଆପଣଙ୍କ ପରାଜୟର କାରଣ ସାଜେ, ତେବେ ଆପଣ କ’ଣ କରିବେ? ବର୍ତ୍ତମାନ ସୋସିଆଲ ମିଡିଆଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ ପର୍ଯ୍ୟନ୍ତ ଚାରିଆଡ଼େ ଗୋଟିଏ ବଡ଼ ଚର୍ଚ୍ଚା ଜୋର୍ ଧରିଛି। ଚର୍ଚ୍ଚା ହେଉଛି ରାହୁଲ ଗାନ୍ଧିଙ୍କ କଂଗ୍ରେସ ଦଳ ଏବଂ ତାଙ୍କର ନିର୍ବାଚନୀ ମେଣ୍ଟକୁ ନେଇ। ରାଜନୈତିକ କରିଡରରେ ଏବେ ଏକ ଆଶ୍ଚର୍ଯ୍ୟଜନକ ସମୀକରଣ ଆଲୋଚନା ହେଉଛି ଯେ, ଯେଉଁ ଆଞ୍ଚଳିକ ଦଳ ବିଗତ ଦିନରେ କଂଗ୍ରେସ ସହିତ ହାତ ମିଳାଇଛି, ସେ ନିର୍ବାଚନରେ କେବଳ ପରାଜିତ ହୋଇନାହିଁ, ବରଂ ନିଜ ହାତରୁ କ୍ଷମତା ମଧ୍ୟ ହରାଇଛି! ଲାଲୁ ଯାଦବଙ୍କ ଆରଜେଡି ହେଉ, ଷ୍ଟାଲିନଙ୍କ ଡିଏମକେ, କେଜ୍ରିୱାଲଙ୍କ ଆପ୍ କିମ୍ବା ମମତା ବାନାର୍ଜୀଙ୍କ ଟିଏମସି—ଏହି ତାଲିକା ଲମ୍ବି ଚାଲିଛି। ଏପରିକି ଆମ ଓଡ଼ିଶାରେ ମଧ୍ୟ ଗତ ରାଜ୍ୟସଭା ନିର୍ବାଚନରେ ଯେତେବେଳେ ବିଜେଡି…

Read More