Author: NAZMEEN PARWEEN

“ସୋସିଆଲ ମିଡିଆ ରାଜନୀତି”କୁ ନେଇ ଓଡ଼ିଶା ବିଜେପିରେ ଚର୍ଚ୍ଚା, ୨୦୨୭ ପଞ୍ଚାୟତ ନିର୍ବାଚନକୁ ବଡ଼ ପରୀକ୍ଷା ଭାବେ ଦେଖାଯାଉଛି ଓଡ଼ିଶାରେ ବିଜେପି ସରକାର ଗଠନ ପରେ ଦଳର ଭିତରେ ସଂଗଠନ, କର୍ମୀ ଅସନ୍ତୋଷ ଏବଂ “ସୋସିଆଲ ମିଡିଆ ରାଜନୀତି”କୁ ନେଇ ଚର୍ଚ୍ଚା ଜୋର ଧରିଛି। ଦଳ ମାଟିସ୍ତରର ରାଜନୀତିଠାରୁ ଦୂରେଇ ଯାଉଛି କି ନାହିଁ, ସେନେଇ ଏବେ ରାଜନୈତିକ ମହଳରେ ଚର୍ଚ୍ଚା ବଢ଼ୁଛି। ଦଳୀୟ ମହଳରେ ଏହି ଚର୍ଚ୍ଚା ଆହୁରି ଜୋରଦାର ହୋଇଛି, କାରଣ ବିଜେପିର ନୂତନ ରାଷ୍ଟ୍ରୀୟ ସଭାପତି Nitin Naveen ସଂଗଠନ ଏବଂ ଭୂମିସ୍ତରର ରାଜନୀତିକୁ ମଜବୁତ କରିବା ଉପରେ ଜୋର ଦେଇଥିବା ଚର୍ଚ୍ଚା ହେଉଛି। “ମାଟିର ଦଳ” ଠାରୁ “ଇଭେଣ୍ଟ ପଲିଟିକ୍ସ” ? ରାଜନୈତିକ ବିଶ୍ଳେଷକମାନଙ୍କ କହିବା ଅନୁସାରେ, ଦୀର୍ଘ ବର୍ଷ ଧରି ଓଡ଼ିଶାରେ ବିଜେପି ନିଜକୁ “ମାଟିର ଲୋକଙ୍କ ଦଳ” ଭାବେ ପରିଚୟ ଦେଇଆସୁଥିଲା। ଗାଁ ଗାଁରେ କର୍ମୀମାନେ ସଂଗଠନ ତିଆରି କରିଥିଲେ ଏବଂ ଭୂମିସ୍ତରରେ…

Read More