Author: NAZMEEN PARWEEN

ଭିକେ ପାଣ୍ଡିଆନଙ୍କ ଜନ୍ମଦିନକୁ କେନ୍ଦ୍ର କରି ପୁଣି ଚର୍ଚ୍ଚାରେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି; “ପାଣ୍ଡିଆନ ଫେରିଆସ” ନାରେଟିଭ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ଓଡ଼ିଶାର ପୂର୍ବତନ ପ୍ରଭାବଶାଳୀ ପ୍ରଶାସକ ଏବଂ ବିଜୁ ଜନତା ଦଳ (ବିଜେଡି)ର ପୂର୍ବତନ ନେତୃତ୍ୱମୁଖ୍ୟ ଭିକେ ପାଣ୍ଡିଆନ ପୁଣିଥରେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛନ୍ତି। ମେ ୨୯ରେ ତାଙ୍କ ଜନ୍ମଦିନକୁ କେନ୍ଦ୍ର କରି ସୋସିଆଲ ମିଡିଆରେ “ପାଣ୍ଡିଆନ ତୁମେ ଫେରିଆସ” ଭଳି ପୋଷ୍ଟ ଭାଇରାଲ୍ ହେବା ପରେ ବିଜେଡିର ଭବିଷ୍ୟତ ନେତୃତ୍ୱ ଓ ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ପରେ ଭିକେ ପାଣ୍ଡିଆନ ସକ୍ରିୟ ରାଜନୀତିରୁ ସନ୍ୟାସ ନେବା ଘୋଷଣା କରିଥିଲେ। ତଥାପି, ଦଳ ଭିତରେ ତାଙ୍କ ପ୍ରଭାବ ଆଜିବି ରହିଛି ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ଚାଲିଆସୁଛି। ସୋସିଆଲ ମିଡିଆରେ ଭାବନାପ୍ରବଣ ପୋଷ୍ଟ ପାଣ୍ଡିଆନଙ୍କ ଜନ୍ମଦିନ ଅବସରରେ କିଛି ସୋସିଆଲ ମିଡିଆ ପେଜ୍…

Read More