Author: NAZMEEN PARWEEN

ଚିଲ ନା ଗୁପ୍ତଚର ଡ୍ରୋନ୍? ଯୁଦ୍ଧର ଭବିଷ୍ୟତ ବଦଳାଇଦେବ କି ଏହି ଟେକ୍ନୋଲୋଜି? ଆପଣ କେବେ ଆକାଶରେ ଉଡୁଥିବା ଏକ ଚିଲ ବା ଇଗଲ୍‌କୁ ଦେଖି ସନ୍ଦେହ କରିଛନ୍ତି କି, ଯେ ସେଇଟା ପ୍ରକୃତରେ ଏକ ପକ୍ଷୀ ନୁହେଁ, ବରଂ ଏକ ଗୁପ୍ତଚର ଯନ୍ତ୍ର? ଭବିଷ୍ୟତର ଯୁଦ୍ଧରେ ବଡ଼ ବଡ଼ ଟ୍ୟାଙ୍କ, ମିସାଇଲ୍ ଏବଂ ଫାଇଟର ଜେଟ୍‌ ସହିତ ପକ୍ଷୀ ଭଳି ଦେଖାଯାଉଥିବା ଛୋଟ ଛୋଟ ଗୁପ୍ତଚର ଡ୍ରୋନ୍ ମଧ୍ୟ ସବୁଠାରୁ ବଡ଼ ଭୂମିକା ନେଇପାରନ୍ତି? ଏମିତି ଏକ ଅଦ୍ଭୁତ ପ୍ରଯୁକ୍ତି ଯାହାକୁ ଆଜିର ଦୁନିଆରେ “ବାୟୋନିକ୍ ସ୍ପାଏ ଇଗଲ୍” ବୋଲି କୁହାଯାଉଛି। କିଛି ବର୍ଷ ପୂର୍ବେ ଯାହା କେବଳ ସାଇନ୍ସ-ଫିକ୍ସନ୍ ବା ବୈଜ୍ଞାନିକ କଳ୍ପକାହାଣୀ ସିନେମାରେ ଦେଖିବାକୁ ମିଳୁଥିଲା, ତାହା ଆଜି ବାସ୍ତବତାର ରୂପ ନେବାକୁ ଯାଉଛି। ସେଥିପାଇଁ ଆଜି ପ୍ରଶ୍ନ ଉଠୁଛି— କଣ ଏହି ଟେକ୍ନୋଲୋଜି ଆଗାମୀ ଦିନରେ ଯୁଦ୍ଧର ସମ୍ପୂର୍ଣ୍ଣ ଭବିଷ୍ୟତକୁ ବଦଳାଇଦେବ? ଗତ କିଛିବର୍ଷ ଧରି…

Read More