Author: NAZMEEN PARWEEN

ସର୍ବଭାରତୀୟ ସ୍ତରରେ ଭାରତୀୟ ଜନତା ପାର୍ଟିର ସମସ୍ତ ବଡ଼ ବଡ଼ ନେତା ଯେଉଁଠି ଗର୍ବର ସହିତ ଖୋଲାଖୋଲି ଭାବେ ହିନ୍ଦୁତ୍ୱ ରାଜନୀତି କରନ୍ତି, ସେଠାରେ ଓଡ଼ିଶା ବିଜେପିର ନେତା ଏବଂ ଏଠାରକାର ବିଜେପି ସରକାରଙ୍କୁ କ’ଣ ଏବେ ହିନ୍ଦୁତ୍ୱ ଚିନ୍ତାଧାରା ଗନ୍ଧାଉଛି? ଏଭଳି ଏକ ସାଂଘାତିକ ପ୍ରଶ୍ନ ଏବେ ଓଡ଼ିଶାର ରାଜନୈତିକ କରିଡରରେ ଜୋର୍‌ରେ ଆନ୍ଦୋଳିତ ହେବାରେ ଲାଗିଛି। ଏହି କଥା ଆମେ କହୁନାହୁଁ, ବରଂ ରାଜ୍ୟର ବିଜେପି ମନ୍ତ୍ରୀ ଏବଂ ସରକାରଙ୍କ କାର୍ଯ୍ୟକ୍ରମ ତଥା ବ୍ୟବହାରରୁ ଏହା ସ୍ପଷ୍ଟ ପ୍ରମାଣିତ ହେଲାଣି ବୋଲି ଚର୍ଚ୍ଚା ହେଉଛି। ଇତିହାସ ସାକ୍ଷୀ ଅଛି, ଗତ ୨୦୦୦ ଏବଂ ୨୦୦୪ର ମେଣ୍ଟ ସରକାର ସମୟରେ ହେଉ କିମ୍ବା ୨୦୨୪ ନିର୍ବାଚନରେ ଏକାକୀ ଲଢ଼ିବା ସମୟରେ, ବିଜେପି ସବୁବେଳେ ହିନ୍ଦୁତ୍ୱ ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ ସର୍ବାଧିକ ଗୁରୁତ୍ୱ ଦେଇଆସିଛି। ହିନ୍ଦୁତ୍ୱ ଆଧାରରେ ହିଁ ଦଳ ଓଡ଼ିଶାରେ କ୍ଷମତାକୁ ଆସିଛି। କିନ୍ତୁ ଅତୀତରେ ଅର୍ଥାତ୍ ୨୦୦୮ ମସିହାରେ…

Read More