Author: NAZMEEN PARWEEN

ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରର ସବୁଠାରୁ ବଡ଼ ସ୍ତମ୍ଭ କୁହାଯାଉଥିବା କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସସିବି) ମେଡିକାଲ କଲେଜ ଓ ହସପିଟାଲ ଆଜି ଏକ କଳା ଇତିହାସ ରଚିଛି। ଯେଉଁଠି ମୃତ୍ୟୁ ସହ ପଞ୍ଝା ଲଢ଼ୁଥିବା ରୋଗୀ ଜୀବନ ପାଇବା ଆଶାରେ ଆସନ୍ତି, ସେହି ଆଇସିୟୁ ଆଜି ପାଲଟିଲା ମୃତ୍ୟୁର ଚାମ୍ବର। ଭୋର ୩ଟାର ସେହି ଭୟଙ୍କର ଅଗ୍ନିକାଣ୍ଡରେ ୧୦ ଜଣ ରୋଗୀ ଛଟପଟ ହୋଇ ପ୍ରାଣ ହରାଇବା ଘଟଣା କେବଳ ଦୁଃଖଦାୟକ ନୁହେଁ, ବରଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ବଡ଼ ଲଜ୍ଜା। ପ୍ରଶ୍ନ ଉଠୁଛି— କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋଠା ଛିଡ଼ା କରାଯାଉଛି, କିନ୍ତୁ ଭିତରେ ଥିବା ସୁରକ୍ଷା ବ୍ୟବସ୍ଥା କ’ଣ କେବଳ ଶୋଭାବର୍ଦ୍ଧନ ପାଇଁ? ଅଭିଶପ୍ତ ଭୋର ୩ଟା: ଛଟପଟ ହୋଇଗଲା ୧୦ ଜୀବନ ସେତେବେଳେ ସାରା ସହର ଶୋଇଥିଲା। ଏସସିବିର ଟ୍ରମା ଆଇସିୟୁରେ ଗୁରୁତର ରୋଗୀମାନେ ଭେଣ୍ଟିଲେଟର ଓ ବିଭିନ୍ନ ମେଡିକାଲ…

Read More