Author: NAZMEEN PARWEEN

ଗୋଟିଏ ଗାଁ, ଯେଉଁଠି ଦିନରାତି ଖଣି ଖାଦାନର ବ୍ଲାଷ୍ଟିଂ ଶବ୍ଦ ଶୁଭୁଛି। ଯେଉଁଠି ଲୋକଙ୍କ ଘରର ଛାତ ଉପରେ ଲାଲ ଓ କଳା ଧୂଳିର ଆସ୍ତରଣ ଜମି ରହୁଛି। ଯେଉଁଠି ପିଇବା ପାଣିରେ ଲୁହା ପଥରର ରଙ୍ଗ ମିଶି ପାଣି ଲାଲ୍ ଦିଶୁଛି। ସେହି ଗାଁର ଲୋକଙ୍କ କାନ୍ଦ, ସେମାନଙ୍କ ରୋଗ, ସେମାନଙ୍କ ଦୁଃଖକୁ ଦୂର କରିବା ପାଇଁ ସରକାର ଗୋଟିଏ ପାଣ୍ଠି ତିଆରି କଲେ… ଯାହାର ନାଁ ହେଲା ଡିଏମଏଫ୍ (DMF) ବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ। କିନ୍ତୁ ଖଣି ପ୍ରଭାବିତ ଲୋକଙ୍କ ନାଁରେ ଆସିଥିବା ପାଖାପାଖି ଏକ ହଜାର କୋଟି ଟଙ୍କା ଏମିତି ଏକ ଜାଗାରେ ଖର୍ଚ୍ଚ ହୋଇଛି, ଯେଉଁଠି ଖଣି କ’ଣ ଲୋକେ ଜାଣି ନାହାନ୍ତି… କ’ଣ ଆପଣ ବିଶ୍ୱାସ କରିବେ?  ଆମ ରାଜ୍ୟ ଓଡ଼ିଶା। ଖଣିଜ ସମ୍ପଦରେ ଭରପୂର ଏକ ରାଜ୍ୟ। ପ୍ରକୃତି ଆମକୁ ଯାହା ଦେଇଛି, ତାହା ଦେଶର ବହୁ କମ୍ ରାଜ୍ୟ ପାଖରେ…

Read More