Author: NAZMEEN PARWEEN

ଗତ ୨୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ଏବଂ ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଯେତେବେଳେ ସୋସିଆଲ୍ ମିଡିଆରେ କୋଟିଆକୁ ନେଇ ପୋଷ୍ଟ କରନ୍ତି ଏବଂ ସରକାରଙ୍କୁ ଘେରିବାକୁ ଚେଷ୍ଟା କରନ୍ତି, ସେତେବେଳେ ସାଧାରଣରେ ଗୋଟିଏ ବଡ଼ ପ୍ରଶ୍ନ ଉଠେ— ୨୪ ବର୍ଷ କାଳ କ୍ଷମତାରେ ଥାଇ ଯେଉଁ ସମସ୍ୟାର ସ୍ଥାୟୀ ସମଧାନ କରିପାରିଲେ ନାହିଁ, ଆଜି ବିରୋଧୀ ଆସନରେ ବସିବା ପରେ ସେହି କୋଟିଆ କାହିଁକି ଏତେ ପ୍ରିୟ ହୋଇଗଲା?  ଏହି କୋଟିଆ ବିବାଦ ପ୍ରକୃତରେ କେବେଠାରୁ ଆରମ୍ଭ ହୋଇଥିଲା। ଏହା କୌଣସି ଗୋଟିଏ ବର୍ଷ କିମ୍ବା ଗୋଟିଏ ସରକାରଙ୍କ ସମୟର କଥା ନୁହେଁ। ୧୯୫୫ ମସିହାରୁ ଏହି ବିବାଦର ମଞ୍ଜି ପଡ଼ିଥିଲା। ଏହାପରେ ୧୯୬୮ ମସିହାରେ ଓଡ଼ିଶା ସରକାର ଏହି ବିବାଦର ସ୍ଥାୟୀ ସମଧାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ସୁପ୍ରିମକୋର୍ଟ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶକୁ ‘ଷ୍ଟାଟସ୍ କୋ’…

Read More