Author: Sarasinee Subudhi

ଇସ୍ରାଏଲ-ଇରାନ ଭିତରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଗୁରୁବାର ଇସ୍ରାଏଲ ଉପରେ କ୍ଲଷ୍ଟର ବୋମା ମାଡ଼ କରି ଇରାନ ସାଂଘାତିକ ପରିସ୍ଥିତି କରିଛି, ଯାହା ସେଠାରେ ବ୍ୟାପକ ଧ୍ୱଂସ ଘଟାଇଛି। ଇରାନୀ ଅଧିକାରୀଙ୍କ ଅନୁଯାୟୀ, ଏହି ବୋମାଗୁଡ଼ିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରରୁ ନିକ୍ଷେପ କରାଯାଉଛି ଏବଂ ଏକକାଳୀନ ଅନେକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରାଯାଉଛି। ଯୁଦ୍ଧରେ ବିନାଶ ଘଟାଇବା ପାଇଁ କ୍ଲଷ୍ଟର ବୋମା ଅତ୍ୟନ୍ତ ମାରତ୍ମକ ହୋଇଥାଏ। ଇସ୍ରାଏଲୀ ଅଧିକାରୀମାନେ କହିଛନ୍ତି ଯେ, ଇରାନ କ୍ଷେପଣାସ୍ତ୍ର ସହିତ କ୍ଲଷ୍ଟର ବୋମା ପଠାଉଛି, ଯାହା ୟିହୂଦୀମାନଙ୍କ ଏହି ଦେଶରେ ଅଧିକ ଧ୍ୱଂସ ଘଟାଉଛି। ଇରାନ ଏହି ବୋମା ଏକକାଳୀନ ଅନେକ ଲକ୍ଷ୍ୟସ୍ଥଳକୁ ନଷ୍ଟ କରିବା ପାଇଁ ବ୍ୟବହାର କରୁଛି। ଏହି ବୋମାକୁ ବିଶ୍ୱରେ ବହୁତ ବିପଜ୍ଜନକ ଏବଂ କୁଖ୍ୟାତ ବୋଲି ବିବେଚନା କରାଯାଏ। ଯୁଦ୍ଧରେ ଏହି ବୋମା ବ୍ୟବହାର ନିଷିଦ୍ଧ। ଏପରି ପରିସ୍ଥିତିରେ, ଇରାନର ଏହି ପଦକ୍ଷେପ ଇସ୍ରାଏଲକୁ ଚକିତ କରିଛି। ଏପର୍ଯ୍ୟନ୍ତ, ଇରାନ ଆକ୍ରମଣରେ…

Read More