Author: Sarasinee Subudhi

ସମୟ ସହିତ, ଏଆଇ(AI) ର ଅନେକ ଆଶ୍ଚର୍ଯ୍ୟ ଦେଖିବାକୁ ମିଳୁଛି। ବିଭିନ୍ନ ପ୍ରକାରର ୱେବସାଇଟ୍ ଏବଂ ଏଆଇ ଆପ୍ ଅନେକ କ୍ଷେତ୍ରରେ ଲୋକଙ୍କୁ ସାହାଯ୍ୟ କରୁଛି। ଏବେ ଏକ ନୂତନ ୱେବସାଇଟ୍ ଆସିଛି, ଯାହା ଏଆଇ ସାହାଯ୍ୟରେ ଲୋକଙ୍କୁ ଖୋଜିବା ପାଇଁ କାମ କରେ। ପ୍ରତିଦିନ ଆମେ ଖବରକାଗଜରେ କିଛି ନିଖୋଜ ବ୍ୟକ୍ତିଙ୍କ ଖବର ପଢ଼ିଛେ ନିଶ୍ଚୟ। ପିଲାଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ, ସମସ୍ତ ବୟସର ଲୋକମାନେ ହଠାତ୍ କୁଆଡ଼େ ନିଖୋଜ ହୋଇଯାଆନ୍ତି ଏବଂ ସେମାନଙ୍କ ପରିବାର ସେମାନଙ୍କୁ ଖୋଜିବା ପାଇଁ ଦେଶ ବିଦେଶ ଗଳି କନ୍ଦି ସବୁ ଦରାଣ୍ଡି ଦିଅନ୍ତି। ଏହା ପରେ ମଧ୍ୟ, ସେମାନଙ୍କୁ ଖୋଜିବା କଷ୍ଟକର ହୋଇଯାଏ। ପରିବାର ସଦସ୍ୟମାନଙ୍କୁ ମାସ ମାସ ଧରି ପୋଲିସ ଷ୍ଟେସନ ଯିବାକୁ ପଡ଼େ, ଯାହା ପରେ ମଧ୍ୟ ସେମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଖୋଜି ପାରନ୍ତି ନାହିଁ। ଏପରି ଲୋକଙ୍କୁ ସାହାଯ୍ୟ କରିବା ପାଇଁ, ଜଣେ ଭାରତୀୟ ଇଞ୍ଜିନିୟରମାନେ ଏକ ନୂତନ…

Read More