Author: Sarasinee Subudhi

ଗର୍ଭାବସ୍ଥାରେ, ସକ୍ରିୟ ରହିବା ଗୁରୁତ୍ୱପୂର୍ଣ୍ଣ ଅଟେ, ଏବଂ ପ୍ରସବ ପୂର୍ବ ଯୋଗଠାରୁ ଭଲ ଆଉ କ’ଣ ହୋଇପାରେ ଯାହା ଗର୍ଭବତୀମାନଙ୍କ ଶକ୍ତି ନିର୍ମାଣ କରେ, ଗର୍ଭବତୀଙ୍କ ଚଞ୍ଚଳତା ଉନ୍ନତ କରିବା ଏବଂ ସନ୍ତୁଳନ ବିକାଶ କରିବାରେ ଏହା ସାହାଯ୍ୟ କରେ। ଗର୍ଭଧାରଣ ଜଟିଳତା ହ୍ରାସ କରିବାରେ ଏବଂ ସକାରାତ୍ମକ ମାନସିକ ଢାଞ୍ଚା ଗଠନ କରିବାରେ ମଧ୍ୟ ଏହା ସାହାଯ୍ୟ କରେ। ଗର୍ଭାବସ୍ଥାରେ ଯୋଗ ଅଭ୍ୟାସ କରିବା ଦ୍ୱାରା ଶରୀରକୁ ନମନୀୟ ଏବଂ ଚଳଚଞ୍ଚଳ ରଖିବାରେ ମଧ୍ୟ ସାହାଯ୍ୟ ମିଳେ। ଏହା ପେଲଭିସ୍ କ୍ଷେତ୍ରକୁ ଧୀରେ ଧୀରେ ଖୋଲି ଗର୍ଭାବସ୍ଥାର ଚାପ ମୁକ୍ତ କରେ, ଯାହା ଦ୍ଵାରା ଗର୍ଭବତୀ ମା’ମାନଙ୍କୁ ଗର୍ଭକଷ୍ଟ ଏବଂ ପ୍ରସବ ପାଇଁ ପ୍ରସ୍ତୁତ କରେ। ପ୍ରାଣାୟାମ (ଶ୍ୱାସକ୍ରିୟା ବ୍ୟାୟାମ) ସହିତ ଯୋଗ ଜଣେ ବ୍ୟକ୍ତିଙ୍କୁ ଗଭୀର ଏବଂ ସଚେତନ ଭାବରେ ଆରାମ କରିବାକୁ ତାଲିମ ଦିଏ, ଯାହା ଗର୍ଭକଷ୍ଟ ଏବଂ ପ୍ରସବ ସମୟରେ ବିଶେଷ ଭାବରେ ଲାଭଦାୟକ ହୋଇପାରେ।…

Read More