Author: Sarasinee Subudhi

କାନାଡାର କାନା ନାସ୍‌ କିସ୍ଠାରେ ଅନୁଷ୍ଠିତ ଜି-୭ ସମ୍ମିଳନୀ ବିଶ୍ବର ଧନୀ ରାଷ୍ଟ୍ରମାନଙ୍କ ପାଇଁ ହୁଏତ ଏକ ଫଳପ୍ରଦ ବୈଠକ ହୋଇ ନଥାଇ ପାରେ। କାରଣ ଆମେରିକାର ରାଷ୍ଟ୍ରପତିଙ୍କୁ ଇସ୍ରାଏଲ-ଇରାନ୍ ଯୁଦ୍ଧ ଯୋଗୁଁ ନିଜର ଗସ୍ତ କାଳକୁ ସଂକ୍ଷିପ୍ତ କରି ହ୍ବାଇଟ୍ ହାଉସ୍‌ରେ ହେବାକୁ ଥିବା ୱାର୍ ରୁମ୍ ବୈଠକ ପାଇଁ ଫେରିଯିବାକୁ ପଡ଼ିଲା। ତେବେ ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିବା ଗସ୍ତ ଭାରତ ନିମନ୍ତେ ଦୁଇ ଗୋଟି ଅତ୍ୟନ୍ତ ସକାରାତ୍ମକ ଘଟଣାକୁ ବହନ କରି ଆଣିବାରେ ସକ୍ଷମ ହୋଇଛି। ପ୍ରଥମଟି ହେଉଛି, ଜଷ୍ଟିନ୍ ଟୁଡ୍ୟୁଙ୍କ ସମୟରେ କାନାଡା ସହିତ ଅତି ନିମ୍ନ ସ୍ତରକୁ ଖସି ଯାଇଥିବା ଭାରତର ସମ୍ପର୍କକୁ ପୁନରୁଦ୍ଧାର କରି ପୂର୍ବବତ୍ ସୌହାର୍ଦ୍ୟପୂର୍ଣ୍ଣ କରିବା ପାଇଁ ହୋଇଥିବା ଆଲୋଚନା । ଏହି ସମୟରେ ଉଭୟ ନେତା ହରଦୀପ୍ ସିଂହ ନିଜାରର ହତ୍ୟା ଉପରେ କାନାଡା ଅପରାଧିକ ତଦନ୍ତ କରିବା ସମ୍ପର୍କରେ ଆଲୋଚନା…

Read More