Author: Sarasinee Subudhi

ଆମେରିକାର ଦାଦାଗିରି ଭାରତ ସମେତ ସାରା ବିଶ୍ୱ ଉପରେ ଭାରୀ ପଡ଼ିଛି। ଇରାନର ଫୋର୍ଡୋ, ନାଟାଞ୍ଜ ଓ ଇସ୍ଫାହାନ ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ ବଙ୍କର ଭେଦି ବୋମାଦ୍ୱାରା ଆକ୍ରମଣ କରାଯାଇଛି। ସିଏନଏନ ଜଣେ ଆମେରିକୀ ଅଧିକାରୀଙ୍କ ଉଦ୍ଧୃତ କରି କହିଛି ଯେ ଆମେରିକା ଫୋର୍ଡୋର ପରମାଣୁ କେନ୍ଦ୍ର ଉପରେ ଏକ ଡଜନ ବଙ୍କର-ଭେଦି ବୋମା ପକାଇବା ପାଇଁ ଛଅଟି ବି-୨ ବୋମାବର୍ଷକ ବିମାନ ବ୍ୟବହାର କରିଛି। ଟ୍ରମ୍ପ ସୋସିଆଲ ମିଡିଆରେ କହିଛନ୍ତି ଯେ ପ୍ରାଥମିକ ଟାର୍ଗେଟ୍ ଫୋର୍ଡୋ ଉପରେ ବଡ଼ ଆକ୍ରମଣ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମେରିକାର ଏହି ଆକ୍ରମଣର ପ୍ରଭାବ ଭାରତ ଓ ପାକିସ୍ତାନ ଉପରେ ଅଧିକ ପଡ଼ିବ। କାରଣ ହେଉଛି ମଧ୍ୟ ଏସିଆରୁ ଆସୁଥିବା ସେହି ହାୱା, ଯାହା ସମଗ୍ର ଭାରତୀୟ ଉପମହାଦ୍ୱୀପକୁ ପ୍ରଭାବିତ କରେ। ଜାଣନ୍ତୁ, ଏହି ହାୱା ସବୁ କ’ଣ, ଯାହା ଚେରନୋବିଲ ଦୁର୍ଘଟଣା କିମ୍ବା ଫୁକୁଶିମା ଆପଦା ପରି ବିପଜ୍ଜନକ ହୋଇପାରେ।…

Read More