Author: Sarasinee Subudhi

ଇରାନର ତିନୋଟି ପରମାଣୁ କେନ୍ଦ୍ର ଉପରେ ଆମେରିକା ବଙ୍କର ବଷ୍ଟର ବୋମା ପକାଇବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଏହା ଭିତରେ ଟ୍ରମ୍ପଙ୍କ ଯୁଦ୍ଧବିରତୀ ଘୋଷଣ ମଧ୍ୟ ଆସଛି । କିନ୍ତୁ ଏହି ଯୁଦ୍ଧ ବିରତି ସତରେ କେତେଦିନ ଜାରି ରହିବ ତାହା ଭବିଷ୍ୟତ କହିବ । ଅନେକ ମୁସଲିମ ଦେଶ ଇରାନକୁ ସମର୍ଥନ କରୁଛନ୍ତି, ଅନ୍ୟପକ୍ଷରେ ଇସ୍ରାଏଲର ଏହି ଲଢ଼େଇରେ ଆମେରିକା ସାମିଲ ହେବା ପରେ ଆଗାମୀ ଦିନଗୁଡ଼ିକ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହେବ। ଯଦି ଇରାନ ଏହାର ପ୍ରବଳ ଜବାବ ଦିଏ, ତେବେ ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ମୁହାଁଇ ପାରେ, କାରଣ ଇଉରୋପୀୟ ଦେଶମାନେ ଇସ୍ରାଏଲର ପକ୍ଷ ନେବା ଆରମ୍ଭ କରିଛନ୍ତି। ଚୀନ ଓ ରୁଷ ନିଶ୍ଚିତ ଭାବେ ଚୁପ ରହିଛନ୍ତି, କିନ୍ତୁ ଏହି ନୀରବତା କ’ଣ ଆଗାମୀ ଝଡ଼ର ସଙ୍କେତ ନୁହେଁ। ଆସନ୍ତୁ ଜାଣିବା ଗତ କିଛି ବର୍ଷରେ ତୃତୀୟ ବିଶ୍ୱଯୁଦ୍ଧ ସମ୍ବନ୍ଧରେ କିଏ ଭବିଷ୍ୟବାଣୀ କରିଛନ୍ତି।…

Read More