Author: Sarasinee Subudhi

ଦୁଇ ଦିନ ପୂର୍ବରୁ ପାକିସ୍ତାନ ଡୋନାଲ୍ଡ ଟ୍ରମ୍ପଙ୍କୁ ଶାନ୍ତିର ମସିହା କହି ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିଲା ଏବଂ ତାଙ୍କ ପାଇଁ ନୋବେଲ ପୁରସ୍କାର ଦାବୀ କରିଥିଲା। ପାକିସ୍ତାନ ଆନୁଷ୍ଠାନିକ ଭାବରେ ଟ୍ରମ୍ପଙ୍କ ପାଇଁ ନୋବେଲ ପୁରସ୍କାର ଦାବି କରିଛି ଏବଂ ଭାରତ ଓ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ବିବାଦରେ ମଧ୍ୟସ୍ଥତା ପାଇଁ ତାଙ୍କୁ ଶ୍ରେୟ ଦେଇଛି। ପାକିସ୍ତାନ କହିଛି ଯେ ଭାରତ ଏବଂ ପାକିସ୍ତାନ ଏକ ପରମାଣୁ ଯୁଦ୍ଧରେ ଫସି ଯାଇପାରିଥାନ୍ତେ ଏବଂ ଟ୍ରମ୍ପ ପରମାଣୁ ଯୁଦ୍ଧ ବନ୍ଦ କରିଦେଇଛନ୍ତି, ତେଣୁ ତାଙ୍କୁ ବିଶ୍ୱର ସବୁଠାରୁ ମର୍ଯ୍ୟାଦାଜନକ ପୁରସ୍କାର ମିଳିବା ଉଚିତ। କିନ୍ତୁ ଶହବାଜ ସରକାରଙ୍କ ଏହି କୂଟନୈତିକ ପଦକ୍ଷେପ ଦିନକ ପରେ ପାକିସ୍ତାନର ବେକରେ ଫାଶ ପାଲଟିଯାଇଛି । ରବିବାର ଆମେରିକା ଇସ୍ରାଏଲ ସପକ୍ଷରେ ରହି ଇରାନ ଉପରେ ଆକ୍ରମଣ କରିଛି । ପାକିସ୍ତାନ ଇରାନକୁ ସମର୍ଥନ କରି ଲମ୍ବା ଦାବୀ କରିବାରେ ବ୍ୟସ୍ତ ଥିଲା। ପାକିସ୍ତାନ ଇସଲାମ ନାମରେ…

Read More