Author: Sarasinee Subudhi

ଆପଣ ନିଶ୍ଚୟ ଦେଖିଥିବା ବା ଅନୁଭବ କରିଥିବେ ଯେ, ପିଲାଦିନେ ଖେଳୁଥିବା ସମୟରେ ଯଦି ବଳୁଆ ପିଲାଟି ମାଡ଼ ଖାଏ ବା ହରିଯାଏ, ସେ ତୁରନ୍ତ କହୁଥାଏ, ଖେଳ ବନ୍ଦ କର! ମୋତେ କିଛି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ବାହାରକୁ ଯିବାକୁ ପଡ଼ିଥାଏ କିମ୍ବା ମୋ ବାପା ଆସିଲେଣି, ମୋତେ ଶୌଚାଳୟ ଯିବାକୁ ପଡିବ… ଏମିତି କେତେକଣ ବାହାନା କରନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ କ୍ଷେତ୍ରରେ ମଧ୍ୟ ସମାନ କଥା ଘଟୁଛି, ଯେତେବେଳେ ଟ୍ରମ୍ପ ମାଡ଼ ଖାଇଛନ୍ତି, ସେ ଚିତ୍କାର କରିବା ଆରମ୍ଭ କରନ୍ତି ଏବଂ ଯୁଦ୍ଧବିରାମ ହୋଇଛି ଘୋଷଣା କରନ୍ତି! ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନା ନିଜେ ଶାନ୍ତିରେ ରୁହନ୍ତି ନାଁ ଅନ୍ୟମାନଙ୍କୁ ଶାନ୍ତିରେ ରହିବାକୁ ଦିଅନ୍ତି। ଯେତେବେଳେ ପାକିସ୍ତାନ ୨୨ ଏପ୍ରିଲରେ ପହଲଗାମ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲା, ଭାରତ ୭ ମେରେ ଏହାର ପ୍ରତିଶୋଧ ପାଇଁ ଆତଙ୍କବାଦୀ ଆଡ୍ଡାରେ ଏୟାର ଷ୍ଟ୍ରାଇକ କରି ଜବାବ ଦେଇଥିଲା। ଉଭୟଙ୍କ…

Read More