Author: Sarasinee Subudhi

ସ୍ମାର୍ଟଫୋନରେ ଏପରି ଅନେକ ଆପ୍ ଅଛି, ଯାହା ଆପଣଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥାଏ ଏବଂ ଆପଣ ଜାଣି ମଧ୍ୟ ପାରନ୍ତି ନାହିଁ। ଏହି ଗୁଇନ୍ଦା ଆପ୍ କେତେବେଳେ ଆପଣଙ୍କ ପାଇଁ ବଡ଼ ଅସୁବିଧା ସୃଷ୍ଟି କରିବ ତାହା କହି ହେବନି । ସମ୍ପ୍ରତି ମଧ୍ୟପ୍ରଦେଶ ହାଇକୋର୍ଟ ଜଣେ ସ୍ୱାମୀଙ୍କୁ ଛାଡପତ୍ର ମାମଲାରେ ତାଙ୍କ ସ୍ତ୍ରୀଙ୍କ ବ୍ୟକ୍ତିଗତ ହ୍ୱାଟ୍ସଆପ୍ ଚାଟ୍ ପ୍ରମାଣ ଭାବରେ ଉପସ୍ଥାପନ କରିବାକୁ ଅନୁମତି ଦେଇଛନ୍ତି। ପରିବାର ଅଦାଲତ ଆଇନ, ୧୯୮୪ର ଧାରା ୧୪ ଉପରେ ଆଧାରିତ କୋର୍ଟର ନିଷ୍ପତ୍ତି ପରିବାର ଅଦାଲତଗୁଡ଼ିକୁ ଛାଡପତ୍ର ଭଳି ବିବାଦର ସମାଧାନ ପାଇଁ ଏପରି ପ୍ରମାଣ ବିଚାର କରିବାକୁ ଅନୁମତି ଦିଏ, ଯାହା କି ଭାରତୀୟ ପ୍ରମାଣ ଆଇନ, ୧୮୭୨ ଅନୁଯାୟୀ ଗ୍ରହଣୀୟ ନୁହେଁ। ଯଦି ଆପଣ ଚାହାଁନ୍ତି ନାହିଁ ଯେ ଏଭଳି କୌଣସି ଆପ୍ ଆପଣଙ୍କ ଉପରେ ନଜର ରଖୁ ବା ଆପଣ କୌଣସି ବଡ଼ ବିପଦର ସମ୍ମୁଖୀନ ନହୁଅନ୍ତୁ,…

Read More