Author: Sarasinee Subudhi

ସଞ୍ଜୟ ଗାନ୍ଧୀଙ୍କ ମଣ୍ଡଳୀରେ ଅଧିକାଂଶ ଏମିତି ବ୍ୟକ୍ତି ଥିଲେ, ଯେଉଁମାନେ କୌଣସି ନା କୌଣସି ଭାବରେ ରାଜନୀତି ସହିତ ଜଡ଼ିତ ଥିଲେ, ସେ ବଂଶୀଲାଲ ହୁଅନ୍ତୁ କିମ୍ବା ବିଦ୍ୟାଚରଣ ଶୁକ୍ଳ କିମ୍ବା ଅମ୍ବିକା ସୋନୀ। କିନ୍ତୁ ତାଙ୍କ ରାଜନୈତିକ ମଣ୍ଡଳୀରେ ଜଣେ ସୋସିଆଲାଇଟ୍ ରୁଖସାନା ସୁଲତାନାଙ୍କ ଉପସ୍ଥିତି ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥିଲା ଏବଂ ମେନକାଙ୍କଠାରୁ ଆରମ୍ଭ କରି ଅମ୍ବିକା ପର୍ଯ୍ୟନ୍ତ ଅନେକ ନେତା ତାଙ୍କୁ ଆଡ଼ ଆଖିରେ ଦେଖି ପାରୁନଥିଲେ । ରୁଖସାନା ଜଣେ ଭିନ୍ନ ପ୍ରକାରର ମୁଖର ବ୍ୟକ୍ତିତ୍ୱ ଥିଲେ। ଜରୁରୀକାଳୀନ ସମୟରେ ସେ ଦିଲ୍ଲୀର ମୁସଲିମ ବସ୍ତିଗୁଡ଼ିକରେ ସଞ୍ଜୟଙ୍କ ପ୍ରତିନିଧି ଭାବେ କାମ କରିଥିଲେ। ଯୁବ କଂଗ୍ରେସର ଅଧ୍ୟକ୍ଷା ଭାବେ ଅମ୍ବିକା ସୋନୀ ପ୍ରାୟତଃ ସଞ୍ଜୟଙ୍କ ସହ ମଞ୍ଚ ସେୟାର କରୁଥିଲେ ଏବଂ ତାଙ୍କ ପ୍ରଶଂସାରେ କୌଣସି କମି ରଖୁ ନଥିଲେ। ସଞ୍ଜୟଙ୍କ ସହ ନିକଟତା ଦେଖାଇବା ପାଇଁ ରୁଖସାନା ମଧ୍ୟ କେବେ ସୁଯୋଗ ଛାଡ଼ୁ ନଥିଲେ ଏବଂ…

Read More