Author: Sarasinee Subudhi

ପୁରାଣ କୁହନ୍ତୁ କି ବାସ୍ତବ ଦୁନିଆରେ ଜଗନ୍ନାଥଙ୍କ ଆନେକ ଲୀଳା ଖେଳା ବିଷୟରେ ଆପଣ ଜାଣିଥିବେ ନିଶ୍ଚୟ। କେତେବେଳେ ସେ ବଡ଼ ଦାଣ୍ଡରୁ କାଠ ରଥ ଛାଡି ଭକ୍ତଙ୍କ ବାଲି ରଥକୁ ଚାଲି ଯାଆନ୍ତି, ତ ପୁଣି ଆଉ କେତେବେଳେ ଭକ୍ତକୁ ଅପେକ୍ଷା କରି ରଥ ଅଟକାଇ ରଖନ୍ତି। ଆଜି ଆମେ ସେମିତି ଗୋଟିଏ ଘଟଣା ବିଷୟରେ କହୁଛୁ, ଯେତେବେଳେ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ମେଳରେ ଜଣେ ବେ-ଶ୍ୟାଙ୍କ ପାଇଁ ଜଗାର ନନ୍ଦିଘୋଷ ରଥ ଅଟକି ଯାଇଥିଲା । ଆପଣମାନେ କ’ଣ ଜାଣିଛନ୍ତି କି ରୂପଜୀବୀ ଯମୁନା ବାଈର କଥା। ରୂପଜୀବୀ ଯମୁନା ଜଡ଼ଙ୍ଗ ସାହିରେ ତାର ଘର। ଦିନେ ତାର ମନରେ ଭାବନା ଆସିଲା ଯେ, ଲୋକମାନେ ପାପ ମୋଚନ ପାଇଁ ପୁରୀ ଆସୁଛନ୍ତି। ହେଲେ ମୁଁ ଏହି ଦିବ୍ୟ ଧାମରେ ରହି ଲୋକମାନଙ୍କୁ ପାପରେ ଭାଗୀ କରାଉଛି ଆଉ ମୁଁ ବି ଭାଗୀ ହେଉଛି, ମୋ ଜୀବନରେ କଣ…

Read More