Author: Sarasinee Subudhi

ଚଳିତ ବର୍ଷ ଅର୍ଥାତ୍ ୨୦୨୫ର ହେନଲି ପାସପୋର୍ଟ ସୂଚକାଙ୍କରେ ପାକିସ୍ତାନ ୧୦୦ ତମ ସ୍ଥାନ ପାଇଛି। ହେନଲି ଆଣ୍ଡ ପାର୍ଟନର୍ସ ଦ୍ୱାରା ପ୍ରକାଶିତ ନୂତନ ସୂଚକାଙ୍କରେ, ପାକିସ୍ତାନ ବିଶ୍ୱର ଯୁଦ୍ଧଗ୍ରସ୍ତ ଏବଂ ଗରିବ ଦେଶମାନଙ୍କ ମଧ୍ୟରେ ରହିଛି ହୋଇଛି। ଏହା ସତ୍ତ୍ୱେ, ପାକ୍ ଲୋକମାନେ ହେନଲି ପାସପୋର୍ଟ ସୂଚକାଙ୍କକୁ ଏକ ବଡ଼ ସଫଳତା ବୋଲି କହିଛନ୍ତି। ପାକିସ୍ତାନୀ ଗଣମାଧ୍ୟମ କହିଛି ଯେ ଚାରି ବର୍ଷ ପୂର୍ବେ ୨୦୨୧ ରେ, ସେମାନଙ୍କ ଦେଶର ପାସପୋର୍ଟ ୧୧୩ ତମ ସ୍ଥାନରେ ଥିଲା କିନ୍ତୁ ଏଥର ଏହା ଶ୍ରେଷ୍ଠ ୧୦୦ରେ ଆସିଛି, ଯାହା ଏକ ବଡ଼ ସଫଳତା। ଏଥିପାଇଁ ପାକ୍ ସରକାରୀ ଅଧିକାରୀମାନେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ଏହି ପାସପୋର୍ଟ ସୂଚକାଙ୍କରେ ଭାରତ ୮୨ ତମ ସ୍ଥାନ ପାଇଛି। ଗତ ବର୍ଷ ତୁଳନାରେ ଭାରତ ତା’ର ରାଙ୍କିଂରେ ଦୁଇ ସ୍ଥାନ ହ୍ରାସ ପାଇଛି। ଭାରତୀୟମାନେ ୫୭ଟି ଦେଶକୁ ବିନା ଭିସାରେ ଗସ୍ତ କରିପାରେ। ଯଦି…

Read More