Author: Sarasinee Subudhi

ଜୁନ ୧୨ ତାରିଖ ଦିନ ଅହମ୍ମଦାବାଦରେ ଏୟାର ଇଣ୍ଡିଆ (AI 171) ବିନାମ ଦୁର୍ଘଟଣାରେ ବ୍ରିଟେନର ଆନେକ ନାଗରିକ ମୃତ୍ୟୁବରଣ କରିଥିଲେ। ଏବେ ସେହି ୟୁକେ ସ୍ଥିତ ପୀଡିତ ପରିବାର କ୍ଷତିପୂରଣ ପାଇଁ ଏୟାରଲାଇନ୍ସ ଏବଂ ବିମାନ ନିର୍ମାତା ବୋଇଂ ବିରୁଦ୍ଧରେ ୟୁକେ କୋର୍ଟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିନ୍ତା କରୁଥିବା, ସୂତ୍ରରୁ ଜଣାପଡ଼ିଛି। ଲଣ୍ଡନ ଯାଉଥିବା ବୋଇଂ 787 ଡ୍ରିମଲାଇନରରେ ଥିବା ୨୪୨ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଜଣକୁ ଛାଡି ଆଉ ସମସ୍ତଙ୍କ ଜୀବନ ଯାଇଥିଲା। ଏବଂ ବିମାନ ମାଡ଼ ହେବା କାରଣରୁ ଭୂମିରେ ଥିବା ଅନ୍ୟ ୩୪ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା, ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯିବା ସମୟରେ ଉଡ଼ାଣ ଭରିବାର କିଛି ସେକେଣ୍ଡ ମଧ୍ୟରେ ଏକ ମେଡିକାଲ କଲେଜ କ୍ୟାମ୍ପସରେ ଖସି ପଡ଼ିଥିଲା। ସୂତ୍ର ଅନୁସାରେ, ପୀଡିତଙ୍କ ପରିବାର ଏୟାର ଇଣ୍ଡିଆ ଏବଂ ବୋଇଂ ବିରୁଦ୍ଧରେ ସମ୍ଭାବ୍ୟ ମାମଲା ରୁଜୁ…

Read More