Author: Sarasinee Subudhi

ପାକିସ୍ତାନ ଓ ଭାରତ ମଧ୍ୟରେ ଉତ୍ତେଜନା ଉପମହାଦେଶର ବିଭାଜନ କାଳରୁ ଜାରି ରହିଛି। ସ୍ୱାଧୀନତାର ଏତେ ବର୍ଷ ପରେ ଭାରତ ଯେଉଁଠାରେ ନିଜକୁ ବିଶ୍ୱସ୍ତରୀୟ ପରିଚୟ ଦେଇଛି, ସେଠାରେ ପାକିସ୍ତାନ ନିଜକୁ ଏକ ଏପରି ଦେଶ ଭାବେ ପ୍ରତିଷ୍ଠା କରିଛି, ଯିଏ ନିଜର ସମସ୍ତ ଅର୍ଥ ଓ ସମୟ ଆତଙ୍କବାଦକୁ ପୋଷଣ କରିବାରେ ଖର୍ଚ୍ଚ କରୁଛି। ସେଠାକାର ଜନତାଙ୍କ ପାଖରେ ଖାଦ୍ୟ ପାଇଁ ଦାନା ନଥାଇପାରେ, କିନ୍ତୁ ଗୋଦାମରେ ଏକରୁ ଅଧିକ ଉନ୍ନତ ଅସ୍ତ୍ରଶସ୍ତ୍ର ରହିଛି। ଯଦି ଭାରତ ଓ ପାକିସ୍ତାନର ସାମରିକ ଓ ପରମାଣୁ କ୍ଷମତାର ତୁଳନା କରାଯାଏ, ତେବେ ଉଭୟ ଦେଶର ପାଖରେ ଆଧୁନିକ ଅସ୍ତ୍ର ପ୍ରଣାଳୀ ଓ ପରମାଣୁ ଶସ୍ତ୍ରାଗାର ଅଛି। ଯଦିଓ ଭାରତର ସାମରିକ କ୍ଷମତା ପାକିସ୍ତାନ ଅପେକ୍ଷା ଅନେକ ଉନ୍ନତ, କିନ୍ତୁ ଏମିତି କେତେକ ଅସ୍ତ୍ର ଅଛି, ଯାହାର ଉତ୍ତର ଭାରତ ପାଖରେ ନାହିଁ । ଭାରତର ସାମରିକ କ୍ଷମତା, ବିଶେଷକରି ପାରମ୍ପରିକ ଓ…

Read More