Author: Sarasinee Subudhi

ଜଣେ ଭାରତୀୟ ଟେକି ସୋହମ ପାରେଖଙ୍କ ଉପରେ ଏକାଧିକ ଷ୍ଟାର୍ଟଅପରେ ଏକସଙ୍ଗେ କାମ କରୁଥିବାର ଅଭିଯୋଗ ଲାଗିଛି। ଜଣେ ରେଡିଟ ବ୍ୟବହାରକାରୀ ଦାବି କରିଛନ୍ତି ଯେ ସେ ଏକାସଙ୍ଗେ ପାଞ୍ଚଟି ଚାକିରି କରି ବାର୍ଷିକ ୬.୮୫ କୋଟି ଟଙ୍କା ଆୟ କରୁଛନ୍ତି। ଆମେରିକୀୟ ଉଦ୍ୟୋଗୀ ତଥା ମିକ୍ସପେନେଲର ସହ-ପ୍ରତିଷ୍ଠାତା ସୁହେଲ ଦୋଶି ସୋହମ ପାରେଖଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ ସେ ଏକାଧିକ ଷ୍ଟାର୍ଟଅପରେ ଏକସଙ୍ଗେ କାମ କରୁଛନ୍ତି। ଆସନ୍ତୁ ଜାଣିବା ଯେ ଜର୍ଜିଆ ଇନଷ୍ଟିଟ୍ୟୁଟ ଅଫ ଟେକନୋଲୋଜିରୁ ମାଷ୍ଟର ଡିଗ୍ରୀ ହାସଲ କରିଥିବା ସୋହମ କିପରି କାମ କରୁଛନ୍ତି ଏବଂ ତାଙ୍କର ଆୟର ପଦ୍ଧତି କ’ଣ? ସେ କ’ଣ ମୁନଲାଇଟିଂ କରୁଛନ୍ତି? କିଏ ସୋହମ ପାରେଖ ? ମାଉସ ଜଗଲର କ’ଣ ? ସୋହମ ପାରେଖ ଜଣେ ଭାରତୀୟ ଟେକି, ଯାହାଙ୍କ ଉପରେ ଏକାଧିକ ଷ୍ଟାର୍ଟଅପକୁ ଠକିବାର ଅଭିଯୋଗ ଲାଗିଛି। ଜଣେ ଆମେରିକୀୟ ଉଦ୍ୟୋଗୀ ଦାବି କରିଛନ୍ତି ଯେ ସେ…

Read More