Author: Sarasinee Subudhi

ବର୍ତ୍ତମାନ ସମୟରେ ପ୍ରଯୁକ୍ତିବିଦ୍ୟା ଯେଉଁ ମୋଡ଼ ନେଇଛି ତାହାର ଖରାପ ପରିଣାମ ବହୁତ ଚର୍ଚ୍ଚା ହେଉଛି, କିନ୍ତୁ କେତେକ ସମୟରେ ଭଲ ପ୍ରଯୁକ୍ତିବିଦ୍ୟା ଫଳାଫଳ ମଧ୍ୟ ଦେଉଛି। କୃତ୍ରିମ ବୁଦ୍ଧିମତ୍ତା ଅର୍ଥାତ୍ ଏଆଇ ପ୍ରଯୁକ୍ତିବିଦ୍ୟାକୁ ଆଉ ଗୋଟିଏ ପାଦ ଆଗକୁ ନେଇଛି। ମଣିଷ କରିପାରୁନଥିବା ଅନେକ କାର୍ଯ୍ୟ ଏବେ ଏଆଇ ଦ୍ୱାରା ସମ୍ପନ୍ନ ହେଉଛି। ଏଆଇ ଏକ ଦମ୍ପତିଙ୍କ ଜୀବନକୁ ଖୁସିରେ ଭରି ଦେଇଛି। ସ୍ୱାମୀ-ସ୍ତ୍ରୀ ୧୮ ବର୍ଷ ଧରି ସନ୍ତାନ ପାଇଁ ଚେଷ୍ଟା କରୁଥିଲେ। ସେମାନଙ୍କର ବହୁତ ଚିକିତ୍ସା ହୋଇଥିଲା କିନ୍ତୁ କୌଣସି ଲାଭ ମିଳୁନଥିଲା। ଶେଷରେ ଏଆଇ ଚମତ୍କାର କରିଥିଲା। ପ୍ରଯୁକ୍ତିବିଦ୍ୟା ଏପରି ଭାବରେ ନିଜର କ୍ଷମତା ପ୍ରଦର୍ଶନ କଲା ଯେ ଡିସେମ୍ବରରେ ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବେ । ସମ୍ପୂର୍ଣ୍ଣ ଘଟଣା କ’ଣ, AI କିପରି କାମ କଲା, ଆସନ୍ତୁ ଜାଣିବା। ୧୮ ବର୍ଷ ଧରି ସନ୍ତାନ ପାଇଁ ଚେଷ୍ଟା ଗଣମାଧ୍ୟମ ରିପୋର୍ଟ ଅନୁସାରେ,…

Read More