Author: Sarasinee Subudhi

ଆମେରିକାଠାରୁ ଇଂଲଣ୍ଡ ପର୍ଯ୍ୟନ୍ତ, ମୁସଲମାନଙ୍କ ବିରୋଧରେ କ’ଣ ପାଇଁ ଲୋକ ସଡ଼କକୁ ଓହ୍ଲାଇବା ଆରମ୍ଭ କରିଛନ୍ତି ? ଇଂଲଣ୍ଡରେ ଯଦି ଜଣେ ଦକ୍ଷୀଣପନ୍ଥୀ ନେତାଙ୍କ ଆହ୍ୱାନରେ ପାଖାପାଖି ଦୁଇ ଲକ୍ଷ ଶ୍ୱେତାଙ୍ଗ ରାସ୍ତା ଜାମ କରିଛନ୍ତି । ତେବେ ଆମେରିକାର ଟେକ୍ସାସର ଜଣେ ରାଜନେତା କହି ସାରିଲେଣି ଏଠି କାହାରିକି ଇସଲାମିକ୍ ସରିଆ ଲାଗୁ କରିବାକୁ ଦିଆଯିବ ନାହିଁ । ଆମେରିକା ଏବଂ ଲଣ୍ଡନରେ ଦ୍ରୁତଗତିରେ ଉଭା ହେଉଥିବା ମୁସଲମି ବସ୍ତିକୁ ମୂଳବାସିନ୍ଦା ବର୍ତ୍ତମାନ ‘ମିନି ପାକିସ୍ତାନ’ କହିବାକୁ ଆରମ୍ଭ କରିଛନ୍ତି। କାରଣ ହେଉଛି ଦିନେ ଯେଉଁ ମୁସଲମାନମାନେ ନିଜ ଯୁଦ୍ଧଗସ୍ତ ଦେଶରୁ ପଳାୟନ କରି ଆମେରିକା ଓ ଇଂଲଣ୍ଡରେ ଶରଣ ନେଇଥିଲେ,ଏବେ ସେମାନେ ସଂଖ୍ୟା ବୃଦ୍ଧି ସହିତ ମୂଳ ବାସିନ୍ଦାଙ୍କୁ ଡରାଇବା, ଧମକାଇବା ଆରମ୍ଭ କଲେଣି । ସେମାନେ ନିଜେ ରହୁଥିବା ଅଂଚଳକୁ ଅନ୍ୟଧର୍ମର ଲୋକଙ୍କ ପ୍ରବେଶ ଉପରେ ନିଶେଧାଦେଶ ଲଗାଇବା ସହିତ ସରିଆ କୋର୍ଟ ବି ଚଲାଉଛନ୍ତି ।…

Read More