Author: Sarasinee Subudhi

ମଣିଷ ସମାଜ ସର୍ବଦା ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି । ଏହି ପ୍ରୟାସରେ, ଆମେ ବହୁତ ବନ୍ଧ, ସୌଧ ନିର୍ମାଣ କରିଛେ। ଆମ ପାଖରେ ଆମର ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ଅଛି। କିନ୍ତୁ, ଏହି ବଡ଼ ନିର୍ମାଣଗୁଡ଼ିକର କିଛି ଖରାପ ପରିଣାମ ମଧ୍ୟ ରହିଛି ଯାହା ବିଷଯରେ ଆମେ କେବେବି ଭାବୁ ନାହାନ୍ତି । ଆମେରିକୀୟ ମହାକାଶ ସଂସ୍ଥା ନାସା, ଭାରତ ସମେତ ସାରା ବିଶ୍ୱର ବୈଜ୍ଞାନିକମାନେ ଏହା ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ମଣିଷ ଦ୍ୱାରା ନିର୍ମିତ ଜିନିଷ ଏବଂ ପ୍ରାକୃତିକ ଘଟଣା ଉଭୟ ପୃଥିବୀର ଘୂର୍ଣ୍ଣନ ଗତିକୁ ପ୍ରଭାବିତ କରିପାରେ। ଚୀନ ଦ୍ୱାରା ନିର୍ମିତ ବିଶାଳ ଡ୍ୟାମ୍ ବିଷୟରେ ସମାନ ଚିନ୍ତା ପ୍ରକାଶ ପାଇଛି। ଆସନ୍ତୁ ଜାଣିବା ବଡ଼ ପ୍ରକଳ୍ପ ଆମ ପୃଥିବୀକୁ କିପରି ପ୍ରଭାବିତ କରେ। ଚୀନର ଥ୍ରୀ ଗର୍ଜେସ୍ ଡ୍ୟାମ୍ ଡ୍ରାଗନର ଶକ୍ତି ଦର୍ଶାଏ ସଷ୍ଟେନେବିଲିଟି ଟାଇମ୍ସର ଏକ ରିପୋର୍ଟ…

Read More