Author: Sarasinee Subudhi

ଜାପାନରେ ପ୍ରକୃତି ଯେଉଁ ତାଣ୍ଡବ ରଚିଛି ତାହା ବିଶ୍ୱକୁ ଚିନ୍ତାରେ ପକାଇଲାଣି । ସେପଟେ ଜାପାନର ଲୋକମାନେ ଜାପାନୀ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ଭୟଭୀତ, ଯେଉଁଥିରେ ସେ କହିଥିଲେ ଯେ, ଜୁଲାଇରେ ଜାପାନରେ ଏକ ମହା ବିପର୍ଯ୍ୟୟ ଆସିବ। ୧୯୯୯ ମସିହାରେ ଲେଖାଯାଇଥିବା ଏହି ଭବିଷ୍ୟବାଣୀରେ ଜୁଲାଇ ୫ ପାଇଁ କରାଯାଇଛି, ଏହିଦିନ ଜାପାନ ଏକ ମହା ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି କୁହାଯାଇଛି । ଗତ କିଛି ଦିନ ମଧ୍ୟରେ ଜାପାନରେ ଘଟିଥିବା ଘଟଣା ପରେ ଲୋକମାନେ ଏହା ସତ ହେବାକୁ ଯାଉଛି ବୋଲି କହୁଛନ୍ତି ଏବଂ ଭୟଭୀତ ହୋଇ ରହିଥିବା ଜଣାପଡ଼ିଛି । ଜାପାନର ଦ୍ୱୀପପୁଞ୍ଜରେ ନିରନ୍ତର ଭୂମିକମ୍ପ ଏବଂ ସମ୍ପ୍ରତି ବଡ଼ ବଡ଼ ଜ୍ୱାଳାମୁଖୀ ଉଦ୍ଗିରଣ ଏହି ଆଶଙ୍କାକୁ ବୃଦ୍ଧି କରିଛି। ଜାପାନର ବାବା ଭେଙ୍ଗା ନାମରେ ପ୍ରସିଦ୍ଧ ରିଓ ତାତସୁକି ଜାପାନରେ ଭୂମିକମ୍ପ ଏବଂ ଜ୍ୱାଳାମୁଖୀ ବିଷୟରେ କହିଛନ୍ତି, ଯାହା ଏକ ବଡ଼ ସୁନାମି…

Read More