Author: Sarasinee Subudhi

ଭାରତର ଘନିଷ୍ଠ ବନ୍ଧୁ ଇସ୍ରାଏଲୀ ଭାରତକୁ ଷଷ୍ଠ ପିଢ଼ିର ଏୟାର-ଟୁ-ଆୟାର ମିସାଇଲ୍ ପ୍ରଦାନ କରିବ। ଇସ୍ରାଏଲୀ ପ୍ରତିରକ୍ଷା କମ୍ପାନୀ ରାଫେଲ୍ ଆଡଭାନ୍ସଡ୍ ଡିଫେନ୍ସ ସିଷ୍ଟମ୍ସ ଭାରତୀୟ ବାୟୁସେନାକୁ ଏହାର ନୂତନତମ ସ୍କାଏ ଷ୍ଟିଙ୍ଗ୍ ଷଷ୍ଠ ପିଢ଼ିର ଲମ୍ବା ଦୂରଗାମୀ ଏୟାର ଟୁ ଏୟାର ମିସାଇଲ୍ ପ୍ରଦାନ କରିଛି। ଏହି ମିସାଇଲ୍ ଭାରତୀୟ Su-30MKI ଭଳି ପ୍ରମୁଖ ଲଢ଼ୁଆ ବିମାନରେ ସ୍ଥାପିତ ହୋଇପାରିବ। ଇସ୍ରାଏଲୀ କମ୍ପାନୀ ରାଫେଲ୍‌ର ଜଣେ ବରିଷ୍ଠ ଅଧିକାରୀ ଏହାକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ, ଏହି ପ୍ରସ୍ତାବ ଭାରତୀୟ ବାୟୁସେନାର ବିଭିଆର (ବିୟଣ୍ଡ ଭିଜୁଆଲ୍ ରେଞ୍ଜ) ଯୁଦ୍ଧ କ୍ଷମତାକୁ ଏକ ନୂତନ ଉଚ୍ଚତାକୁ ନେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆଧୁନିକ ବାୟୁ ଯୁଦ୍ଧ ପାଇଁ ଡିଜାଇନ୍ ହୋଇଥିବା ଏହି ମିସାଇଲ୍ ବୈଷୟିକ ଶ୍ରେଷ୍ଠତା ଏବଂ ରଣନୈତିକ ଧାର ପ୍ରଦାନ କରିବାକୁ ଦାବି କରେ। ସ୍କାଏ ଷ୍ଟିଙ୍ଗ୍ ମିସାଇଲ୍ ତିନି-ଷ୍ଟେଜ୍ ରକେଟ୍ ମୋଟରରୁ ଶକ୍ତି ପାଏ ଏବଂ…

Read More