Author: Sarasinee Subudhi

ଜୁଲାଇ ମାସର ଆରମ୍ଭରୁ ପୁଣି ଥରେ ନେପାଳର ରାଜନୀତିରେ ଅସ୍ଥିରତା ଦେଖା ଦେଇଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତିନୋଟି ମୋର୍ଚ୍ଚାରେ ଛନ୍ଦି ହୋଇ ପଡ଼ିଛନ୍ତି। ସିଭିଲ୍ ପାର୍ଟିର ସମର୍ଥନ ପ୍ରତ୍ୟାହାର, କଂଗ୍ରେସ ଭିତରେ ଅସନ୍ତୋଷ ଏବଂ ପ୍ରଚଣ୍ଡ-ଦେଉବାଙ୍କ ସାକ୍ଷାତ ଯୋଗୁଁ ଓଲିଙ୍କ ଚୌକି ଏବେ ବିପଦରେ ପଡ଼ିଛି। ୨୦୨୧ ମସିହାରେ ଜୁଲାଇ ମାସରେ ମଧ୍ୟ ଏଭଳି କିଛି ବିଦ୍ରୋହ ପରେ ଓଲି ତାଙ୍କ ଚୌକି ହରାଇଥିଲେ। ଏବେ ପୁଣି ୪ ବର୍ଷ ପରେ ଜୁଲାଇ ମାସ ଆରମ୍ଭ ହେବା ମାତ୍ରେ ନେପାଳ ରାଜନୀତିରେ ଅସ୍ଥିରତା ଦେଖି ଅନେକ ଆଲୋଚନା ହେଉଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏକାସଙ୍ଗେ ୩ଟି ମୋର୍ଚ୍ଚାରେ ଛନ୍ଦି ହୋଇ ରହିଛନ୍ତି। କୁହାଯାଉଛି ଯେ ଯଦି ସବୁକିଛି ଠିକ୍ ନହୁଏ, ତେବେ ଓଲିଙ୍କ ଚୌକି ମଧ୍ୟ ଯାଇପାରେ। ୨୦୨୧ ମସିହା ଜୁଲାଇ ମାସରେ କେପି ଶର୍ମା ଓଲି ତାଙ୍କ ଚୌକି ହରାଇଥିବା ବେଳେ ୨୦୨୪…

Read More