Author: Sarasinee Subudhi

ତିବ୍ଦତୀୟ ବୌଦ୍ଧ ଧର୍ମରେ ଦଲାଇ ଲାମା ଓ ପଞ୍ଚେନ ଲାମା ସବୁଠାରୁ ଉଚ୍ଚ ଧାର୍ମିକ ପଦରେ ରହିଛନ୍ତି । ଦଲାଇ ଲାମାଙ୍କୁ ବୌଦ୍ଧ ଜଗତର ସର୍ବୋଚ୍ଚ ଗୁରୁ ଭାବେ ଗ୍ରହଣ କରାଯାଇଥାଏ । ସେହିପରି ପଞ୍ଚେନ ଲାମାଙ୍କୁ ଧାର୍ମିକ ଗୁରୁ ଓ ଉତ୍ତରାଧିକାରୀ ଚୟନ କରିବାର ଅଧିକାର ପ୍ରାପ୍ତ ହୋଇଛି । ୧୯୯୫ରେ ତିବ୍ବତ ଓ ଚୀନ ମଧ୍ୟରେ ପଞ୍ଚେନ ଲାମାଙ୍କ ପରିଚୟକୁ ନେଇ ସୃଷ୍ଟି ହୋଇଥିଲା ବିବାଦ, ଯାହା କି ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ । ଜଣେ ପଞ୍ଚେନ ଲାମାଙ୍କୁ ପରିବାର ସହ ଚୀନ ଗାୟବ କରିଦେଇଥିଲା । ୩୦ ବର୍ଷ ପରେ ତାଙ୍କର କୌଣସି ଖୋଜ ଖବର ନାହିଁ । କିଏ ଏହି ପଞ୍ଚେନ ଲାମା ? ତିବ୍ବତୀୟ ବୌଦ୍ଧ ପରମ୍ପରାରେ ପଞ୍ଚେନ ଲାମାଙ୍କୁ ଦଲାଇ ଲାମାଙ୍କ ପୁନର୍ଜନ୍ମ ଭାବେ ବିବେଚନା କରାଯାଇଥାଏ । ପଞ୍ଚେନ ଲାମା ହେଉଛନ୍ତି ତିବ୍ବତୀୟ ବୌଦ୍ଧ ଧର୍ମର ଜଣେ ପ୍ରମୁଖ…

Read More