Author: Sarasinee Subudhi

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ହଠାତ୍ ଦୁଇ ସପ୍ତାହ ପାଇଁ ଅଦୃଶ୍ୟ ହୋଇଯାଇଥିଲେ । ତାଙ୍କର ନାଁ କୌଣସି ସାର୍ବଜନୀନ ବିବୃତ୍ତି ଆସିଲା ନାଁ ସେ କୌଣସି ବୈଠକରେ ଯୋଗଦେଲେ, ଏପରିକି କୌଣସି ଫଟୋ ଆସିଲା ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ସେ ୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ଯୋଗ ଦେଇ ନଥିଲେ। ଏହି ଘଟଣାଗୁଡ଼ିକ କ୍ଷମତାର କରିଡରରେ କଳ୍ପନାଜଳ୍ପନାର ଝଡ଼ ସୃଷ୍ଟି କରିଛି। କିଛି ରିପୋର୍ଟ ଦାବି କରୁଥିବା ପରି ଏହା କ’ଣ କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା? ନା ପରଦା ପଛରେ କିଛି ବଡ଼ ରାଜନୈତିକ ପରିବର୍ତ୍ତନ ରୂପ ନେଉଛି? ତାକୁ ନେଇ ଉଠିଛି ପ୍ରଶ୍ନ। ବିଶେଷଜ୍ଞମାନେ ମଧ୍ୟ ଏହାକୁ କ୍ଷମତା ହସ୍ତାନ୍ତରର ଏକ ସଙ୍କେତ ବୋଲି ବିବେଚନା କରୁଛନ୍ତି। ଏହି ସମ୍ପୂର୍ଣ୍ଣ ଘଟଣାରେ, ଜଣେ ବ୍ୟକ୍ତିଙ୍କ ନାମ ବାରମ୍ବାର ଉଭା ହେଉଛି। ଏହି ବ୍ୟକ୍ତି ଜଣକ…

Read More