Author: Sarasinee Subudhi

ବ୍ରିଟେନ ଓ ମାଲଦ୍ୱୀପର ଚାରି ଦିନିଆ ଯାତ୍ରା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୩ ଜୁଲାଇରେ ଦେଶ ଛାଡ଼ିଛନ୍ତି । ବ୍ରିଟେନ୍ ଗସ୍ତ କାଳରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମରଙ୍କୁ ଭେଟିବେ ଏବଂ ଏହି ସମୟରେ ଐତିହାସିକ ଭାରତ-ୟୁକେ ମୁକ୍ତ ବ୍ୟାପାର ଚୁକ୍ତି (ଏଫଟିଏ)ରେ ମଧ୍ୟ ହସ୍ତାକ୍ଷର କରିବେ। ବ୍ରିଟେନ ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମହାରାଜା ଚାର୍ଲ୍ସ ତୃତୀୟଙ୍କୁ ମଧ୍ୟ ଭେଟିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବ୍ରିଟେନ ଏପରି ଏକ ଦେଶ ଯାହା ଭାରତ ଉପରେ ୨୦୦ ବର୍ଷ ଧରି ଶାସନ କରିଥିଲା। ତେବେ ଆସନ୍ତୁ ଜାଣିବା ଭାରତ ବ୍ୟତୀତ ବ୍ରିଟେନ ଆଉ କେଉଁ କେଉଁ ଦେଶ ଉପରେ ଶାସନ କରିଥିଲା। ୨୦୦ ବର୍ଷ ଧରି ଭାରତ ଉପରେ ଶାସନ ବ୍ରିଟିଶ ସାମ୍ରାଜ୍ୟ, ଯାହାକୁ ଇତିହାସରେ ବ୍ରିଟିଶ ରାଜ ନାମରେ ମଧ୍ୟ ଜଣାଯାଏ, ଉନବିଂଶ ଓ ବିଂଶ ଶତାବ୍ଦୀରେ ବିଶ୍ୱର ସବୁଠାରୁ ବଡ଼ ସାମ୍ରାଜ୍ୟ ଥିଲା।…

Read More