Author: Sarasinee Subudhi

ମୋହନ ମାଝୀ ସରକାରଙ୍କ ଭିଜିଲାନ୍ସ ଭାରି ସକ୍ରିୟ। ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ଖୋଜି ଖୋଜି ଧରୁଛି ଭିଜିଲାନସ୍ । କାହା ଘରେ କେତେବେଳେ ଭିଜିଲାନସ୍ ମାଡି ବସି ସେଇ ଚିନ୍ତାରେ କାଳେ ବାବୁଙ୍କ ଆଖିରେ ନିଦ ନାହିଁ । ଭିଜିଲାନ୍ସ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ଆଜି ଜବତ କରିଛି କୋଟି କୋଟି ଟଙ୍କାର ନୋଟ, ସୁନା ଓ ସମ୍ପତି । ଫିଲ୍ମ ରେଡ୍‍ ୨ର ରିପ୍ଲେ ଆଜି ଦେଖୁବାକୁ ମିଳିଛି ଜୟପୁର ସହରରେ । ଫିଲ୍ମର ନାୟକ ଅଜୟ ଦେବଗନ ଯେପରି ଘର ଭିତରେ ପଶି ରେଡ୍ ମାରି ଛାନଭିନ କଲା ପରେ ସ୍ବତନ୍ତ୍ର କଠୋରିରୁ ପୁଳା ପୁଳା ଟଙ୍କା ଓ ସୁନା ବାହାର କରିଥିଲେ ଆଜି ପରି ଜୟପୁରର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ଅବିକଳ ସେହିଭଳି ଭାବରେ ଭିଜିଲାନ୍ସ ଠାବ କରିଛି ବିପୁଳ ପରିମାଣର ଟଙ୍କା ଓ ସୁନା। ଡେପୁଟି ରେଞ୍ଜର ରାମଚନ୍ଦ୍ର…

Read More