Author: Sarasinee Subudhi

ନିୟନ୍ତ୍ରଣ ରେଖା ନିକଟରେ ଜମ୍ମୁକାଶ୍ମୀରର ପୁଞ୍ଚ ସେକ୍ଟରରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିବା ସଫଳ ଅନୁପ୍ରବେଶ ବିରୋଧୀ ଅଭିଯାନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତୀୟ ସେନାର ସୂଚନା ଅନୁଯାୟୀ, ନିୟନ୍ତ୍ରଣ ରେଖା ପାର କରି ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଜଣ ଆତଙ୍କବାଦୀଙ୍କୁ ଅପରେସନ ଶିବଶକ୍ତି ଅଧୀନରେ ଏନ୍‌କାଉଣ୍ଟର କରାଯାଇ ନିପାତ କରାଯାଇଛି । ଭାରତୀୟ ସୈନ୍ୟମାନେ ନିୟନ୍ତ୍ରଣ ରେଖା ପାର କରି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି । ଦ୍ରୁତ କାର୍ଯ୍ୟାନୁଷ୍ଠାନ ଏବଂ ସଠିକ ଗୁଳିଚାଳନା ଏହି ଘୃଣ୍ୟ ଯୋଜନାକୁ ପଣ୍ଡ କରିଥିଲା। ଦୁଇ ଜଣ ଆତଙ୍କବାଦୀ ନିହତ ହେବା ସହ ତିନୋଟି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ସେନାର ଗୁପ୍ତଚର ୟୁନିଟ୍ ଏବଂ ଜମ୍ମୁକାଶ୍ମୀର ପୋଲିସର ସମନ୍ୱିତ ଗୁଇନ୍ଦା ସୂଚନା ଯୋଗୁଁ ଏହି ଅଭିଯାନ ସଫଳ ହୋଇଥିଲା ଏବଂ…

Read More