Author: Sarasinee Subudhi

ବିଜୁ ଜନତା ଦଳ ସରକାରରେ ଥିବା ସମୟରେ ହକି ଖେଳକୁ ନେଇ ବଡ଼ ଉତ୍ସାହ ସୃଷ୍ଟି କରିଥିଲେ । ହକି ଖେଳକୁ ନେଇ ବିଶ୍ଵରେ ନିଜର ପ୍ରଚାର କରିବା ପାଇଁ ନବୀନ ପଟ୍ଟନାୟକ ମଧ୍ୟ ବ୍ୟସ୍ତ ଥିଲେ । ସେତେବେଳେ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥାତ ଡିଏମଏଫର ସମସ୍ତ ନିୟମ କାନୁନକୁ ମୋଡି ମକଚି ଦେଇଥିଲା ବିଜେଡି । ଯାହାର ପରିଣାମ ଏବେ ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ କୋଇଡା ଖଣି ଅଞ୍ଚଳର ନିରିହ ଶିଶୁମାନେ ଭୋଗିବାକୁ ବାଧ୍ୟ ହୋଇଛନ୍ତି । ଏବେ ରାଜ୍ୟରେ କୋଇଡା ଦ୍ୱତୀୟ ନଗଡା ଭାବେ ଉଭା ହୋଇଛି। ଘଟଣାଟି କିଛି ଏହିପରି । ୨୦୨୧ ମସିହାରେ ହକି ବିଶ୍ୱକପ ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମର ପୁନଃ ନିର୍ମାଣ ସହିତ ରାଉରକେଲାରେ ଏକ ନୁତନ ହକି ଷ୍ଟାଡିୟମ ନିର୍ମାଣ କରାଯାଇଥିଲା । ସେତେବେଳେ ସୁନ୍ଦରଗଡ ଜିଲ୍ଲାପାଳ ଥିବା ନିଖିଲ ପବନ କଲ୍ୟାଣ ବିଜେଡି ସରକାରର ମୁଖିଆମାନଙ୍କୁ ଖୁସି କରିବା…

Read More