Author: Sarasinee Subudhi

କେବଳ ଋଷ, ଜାପାନ, ଇଟାଲୀ, ଆମେରିକା ନୁହେଁ ଭାରତ ମଧ୍ୟ ଅନେକଥର ସୁନାମୀ ଦ୍ଵାରା ପ୍ରଭାବିତ ହୋଇଛି, ଏବଂ ହଜାର ହଜାର ଲୋକଙ୍କ ଜୀବନ ଯାଇଛି । ତେବେ ଭାରତରେ କେବେ ସୁନାମୀ ଆସିଥିଲା ଆସନ୍ତୁ ଜାଣିବା। ଭାରତରେ ଅତିକମ୍‌‌ରେ ୮ ସୁନାମୀ ଆସିଛି ୧୭୬୨ ମସିହା ପରଠୁ ଭାରତ ଅତିକମ୍‌‌ରେ ୮ଥର ସୁନାମୀ ଆସିଛି। ୧୭୬୨ରେ ଆଣ୍ଡାମାନ ନିକୋବର ଦୀପପୁଞ୍ଜ ଓ ବଙ୍ଗୋପ ସାଗରେରେ ଭୂମକମ୍ପ କାରଣରୁ ଭାରତରେ ସୁନାମୀ ଆସିଥିଲା। ତେବେ ୨୦୦୪ରେ ଆସିଥିବା ସୁନାମୀ ସବୁଠାରୁ ବୃହତ୍‌‌ ତଥା ବିଧ୍ୱଂସକାରୀ ଥିଲା। ଆଣ୍ଡାମାନ ନିକୋବର ଦୀପପୁଞ୍ଜ ସମେତ ଦକ୍ଷିଣ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହା ଦ୍ୱାରା ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା। ଏଥିରେ ୧୦, ୭୪୯ ଲୋକ ପ୍ରାଣ ହରାଇଥିଲେ ଓ ୫, ୬୪୦ ନିଖୋଜ ହୋଇଥିଲେ। ଏହାପୂର୍ବରୁ ୧୮୮୧ ଓ ୧୯୪୧ରେ ବଙ୍ଗୋପସାଗରେ ଭୂକମ୍ପ କାରଣରୁ ମଧ୍ୟ ଭାରତରେ ସୁନାମୀ ପରିଲକ୍ଷିତ ହୋଇଥିଲା। ସେହିପରି ୧୯୪୧ରେ…

Read More