Author: Sarasinee Subudhi

ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ଭିତରେ ଆଉ ଏକ ଝଡ଼ ଉଠିଛି। ଟିଏମସିର ଦୁଇ ସାଂସଦ ମହୁଆ ମୋଇତ୍ରା ଓ କଲ୍ୟାଣ ବାନାର୍ଜୀ ଏବେ ଖୋଲାଖୋଲି ମୁହାଁମୁହିଁ ହୋଇଛନ୍ତି। ମହୁଆ ଓ କଲ୍ୟାଣଙ୍କ ଏହି ଲଢ଼େଇ ଏବେ ମହାଭାରତର ରୂପ ନେଇଛି, ଯେଉଁଥିରେ ଦୁଇ ନେତା ‘ଘୁଷୁରୀ’, ‘ହନିମୁନ’, ‘ଘର ଭାଙ୍ଗି’ ଭଳି ଶବ୍ଦ ବ୍ୟବହାର କରି ପରସ୍ପର ଉପରେ ଆକ୍ରମଣ ଓ ପାଲଟା ଆକ୍ରମଣ କରୁଛନ୍ତି। ଏମାନଙ୍କ ମଧ୍ୟରେ ଝଗଡ଼ା ଏତେ ବଢ଼ିଯାଇଛି ଯେ ପାର୍ଟିର ସମ୍ମାନ ଉପରେ ପ୍ରଶ୍ନଚିହ୍ନ ଲାଗିଲାଣି । ଏହି ବିବାଦର ମୂଳ ବେଶ ଗଭୀର। ଆସନ୍ତୁ ବୁଝିବା ଏହି ‘ମହାଭାରତ’ କିପରି ଆରମ୍ଭ ହେଲା ଏବଂ ଏହା ପଛରେ ଥିବା ଆସଲ କାରଣ କ’ଣ…ଆସନ୍ତୁ ଜାଣିବା କେମିତି ଆରମ୍ଭ ହେଲା ମହାଭାରତ ? ବିବାଦର ନୂଆ ଅଧ୍ୟାୟ ସେତେବେଳେ ଆରମ୍ଭ ହେଲା ଯେତେବେଳେ କଲ୍ୟାଣ ବାନାର୍ଜୀ ମହୁଆ ମୋଇତ୍ରା ଓ ବିଜେଡି ପୂର୍ବତ୍ତନ…

Read More