Author: Sarasinee Subudhi

ସୀମା ଟପୁଛି କଂଗ୍ରେସ। ସେନା, ସରକାର, ଇଡି, ସିବିଆଇ, ନିର୍ବାଚନ ଆୟୋଗଙ୍କ ପରେ ଏବେ ନ୍ୟାୟପାଳିକା ଉପରେ ଆରମ୍ଭ କରିଛି ଆକ୍ରମଣ। ନ୍ୟାୟପାଳିକାକୁ ନିନ୍ଦିତ କରିବା ପାଇଁ ବଡ଼ ଷଡଯନ୍ତ୍ର କରୁଛି କଂଗ୍ରେସ। ନିଜ ଭୁଲ ଲୁଚେଇବା ପାଇଁ କଂଗ୍ରେସ ଏବେ ଦେଶର ବିଭିନ୍ନ ସଂସ୍ଥା ଛବି ଖରାପ କରିବାକୁ ଲାଗିଛି ବୋଲି କୁହାଯାଉଛି। ରାହୁଲ ଗାନ୍ଧୀଙ୍କୁ ସୁପ୍ରିମୋକୋର୍ଟ ସମାଲୋଚନା ପରେ କଂଗ୍ରେସ ସଂସଦ ପ୍ରିୟଙ୍କା ଗାନ୍ଧୀ ଆଉ ଓଡ଼ିଶା ପିସିସି ସଭାପତି ଯାହା ବୟାନ ଦେଇଛନ୍ତି ତାହା ନିଶ୍ଚୟ ନିନ୍ଦନୀୟ। ୯ ଡିସେମ୍ବର, ୨୦୨୨ରେ ଭାରତ ଏବଂ ଚୀନ ସେନା ମଧ୍ୟରେ ସଂଘର୍ଷ ଉପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ଉପରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ ସେମାନେ ନିର୍ଣ୍ଣୟ କରିବେ ନାହିଁ ଯେ କିଏ ପ୍ରକୃତ ଭାରତୀୟ। ଏହା ବିରୋଧୀ ଦଳ ନେତାଙ୍କ କାମ, ସରକାରଙ୍କୁ ଚ୍ୟାଲେଞ୍ଜ…

Read More