Author: Sarasinee Subudhi

ପୁଣି ରାଜ୍ୟରେ ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟର ବର୍ବର କାଣ୍ଡ । ପ୍ରେମୀଯୁଗଳଙ୍କୁ ପୁଣି ମିଳିଛି ବଳଦ ଦଣ୍ଡ । ପ୍ରଶାସନର ଚେତା ପଶୁନି କି ରୂଢିବାଦୀ ସାମଜିକ ନିୟମ କବଳରୁ ନିଜକୁ ମୁକୁଳେଇ ପାରୁ ନାହାନ୍ତି ପ୍ରେମୀଯୁଗଳ। ପ୍ରେମୀଯୁଗଳଙ୍କ ପାଇଁ କାଳ ହେଉଛି କଙ୍ଗାରୁ କୋର୍ଟ। ହଳ ଲଙ୍ଗଳ ପକାଇ ଗାଁରେ ପୁଣି ପ୍ରେମୀଯୁଗଳଙ୍କୁ ବୁଲାଇବା ଖବର ସାମ୍ନାକୁ ଆସିଛି । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରୁ ଆସିଛି ଏମିତି ଏକ ଅଭାବନୀୟ ଦୃଶ୍ୟ । ଦୁଇ ଯୁବକ ଯୁବତୀ ସମ୍ପର୍କରେ ଭାଇ ଭଉଣୀ । ସେମାନେ ପ୍ରେମ ବିବାହ କରିବାରୁ ପରମ୍ପରା ନାଁରେ ନିର୍ଯାତନା ଦିଆଯାଇଛି । ପ୍ରେମ ସମ୍ପର୍କ ପରେ ଉଭୟ ପରସ୍ପରକୁ ବିବାହ କରିଥିଲେ । ତେବେ ଏହା ପରମ୍ପରା ବିରୋଧୀ ହୋଇଥିବାରୁ ପ୍ରେମୀ ଯୁଗଳଙ୍କୁ ବଳଦ ଦଣ୍ଡ ଦିଆଯାଇଛି । ସୂଚନା ଅନୁଯାୟୀ, ଉଭୟ ଯୁବକ ଯୁବତୀଙ୍କୁ ଷଣ୍ଢ ପରି ବାନ୍ଧି ଗାଁ ଜମିରେ…

Read More