Author: Sarasinee Subudhi

ପୋଲାଣ୍ଡରେ ଡ୍ରୋନ, ଏଷ୍ଟୋନିଆ ଉପରେ ଋଷୀୟ ଜେଟଗୁଡ଼ିକର ଉଡ଼ାଣଭରିବା, ରୋମାନିଆରେ ଡ୍ରୋନର ଅବଶେଷ ମିଳିବା ଏବଂ ଏବେ ନରୱେର ଅଭିଯୋଗ ଯେ ଚଳିତ ବର୍ଷ ୩ ଥର ଋଷୀୟ ଡ୍ରୋନ ତାର ବାୟୁସୀମା ଉଲ୍ଲଂଘନ କରିଛନ୍ତି, ଗୋଟିଏ ବଡ଼ ପ୍ରଶ୍ନ ଉଠାଉଛି । ତାହା ହେଲା ଋଷ ଏଭଳି କରି ବାକି ୟୁରୋପକୁ ଉସକାଉଛି ନା ଏସବୁ ନାଟୋର ନାଟ ? ଗତ ମାସରେ ୬ଟି ଦେଶ ଅଭିଯୋଗ କରିଛନ୍ତି ଯେ,ଋଷ ବାୟୁସେନା ବାରମ୍ବାର ସେମାନଙ୍କ ବାୟୁସୀମା ଉଲ୍ଲଘଂନ କରୁଛି। ତେବେ ସତ କ’ଣ ? ସତରେ ଋଷ ଡ୍ରୋନ୍ ଅନ୍ୟଦେଶକୁ ଜାଣିଶୁଣି ପଶୁଛନ୍ତି ନା ନାଟୋ ଏସବୁ କରୁଛି ? ନରୱେ ସରକାର ମଙ୍ଗଳବାର କହିଛନ୍ତି ଯେ ଋଷ ୨୦୨୫ରେ ୩ ଥର ତାଙ୍କ ବାୟୁସୀମାର ଉଲ୍ଲଂଘନ କରିଛି। ଏକ ମିନିଟରୁ ଚାରି ମିନିଟ୍ ପର୍ଯ୍ୟନ୍ତ ଋଷୀୟ ଡ୍ରୋନ୍ ତାଙ୍କ ବାୟୂସୀମାରେ ଥିଲା ବୋଲି ନରୱେ କହିଛି । ତେବେ,ଏହା…

Read More