Author: TRUPTIMAYEE SAHOO

ରାଜ୍ୟରେ ଚାଲିଛି ବଡ ଧରଣର ସାଇବର ଠକେଇ | ଏଭଳି ଏକ ମାମୁଁ-ଭାଣିଜୀଙ୍କ ଚାଞ୍ଚଲ୍ୟକର ଘଟଣା ଆସିଛି ଏବେ ସାମ୍ନାକୁ | ବ୍ରହ୍ମପୁରରେ ଏକ କୋଟି ଟଙ୍କାର ଠକେଇ ମାମଲାରେ ଉଭୟଙ୍କୁ ପୋଲିସ କରିଛି ଗିରଫ | ଅବୈଧ ଟଙ୍କାର ସ୍ଥାନାନ୍ତର ପାଇଁ ଅଚଳ ଆକାଉଣ୍ଟ ସବୁକୁ ବ୍ୟବହାର କରି ହାଡ଼ପିଛନ୍ତି କୋଟିଏ | ଏ ନେଇ ବ୍ରହ୍ମପୁର ସାଇବର ପୋଲିସ ଜଣେ ବ୍ୟକ୍ତି ଓ ତାଙ୍କ ଭାଣିଜୀଙ୍କୁ ଗିରଫ କରିଛି | ସାଇବର ଅପରାଧୀମାନେ ବେଆଇନ ଭାବରେ ପ୍ରାପ୍ତ ଟଙ୍କା ସ୍ଥାନାନ୍ତର ଏବଂ ରୁଟ୍ କରିବା ପାଇଁ ବ୍ୟବହାର କରୁଥିବା ଖଚର ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଆର୍ଥିକ ଠକେଇକୁ ସହଯୋଗ କରିବା ଅଭିଯୋଗରେ ଏହି ଦୁଇ ଜଣଙ୍କ ଉପରେ ହୋଇଥିଲା ଅଭିଯୋଗ । ଗିରଫ ଅଭିଯୁକ୍ତ ସତ୍ୟ ନାରାୟଣ ଦାସ ଏବଂ ତାଙ୍କ ଭାଣିଜୀ ବୋଲି ଚିହ୍ନଟ କରାଯାଇଛି। ପୋଲିସ କହିଛି ଯେ ବହୁ ସାଇବର ଠକେଇ ଅଭିଯୋଗ ଓ…

Read More