Author: TRUPTIMAYEE SAHOO

୨୦୨୬ ଟି୨୦ ବିଶ୍ୱକପ୍ ବିଜୟ ପରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ(BCCI)ର ଟିମ୍ ଇଣ୍ଡିଆ ପାଇଁ ବଡ଼ ପୁରସ୍କାର | ଫାଇନାଲ ଜିତିବା ପରେ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ପାଇଁ ହୋଇଛି ଘୋଷଣା | ବିସିସିଆଇ ସଚିବ ଜୟ ଶାହ ୨୦୨୪ରେ ରୋହିତ ଶର୍ମାଙ୍କ ବିଜୟୀ ୟୁନିଟ୍ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ | ତେବେ ସେତେବେଳର ନଗଦ ପୁରସ୍କାର ଆଜିର ତୁଳନାରେ ଛଅ କୋଟି ଟଙ୍କା ବୃଦ୍ଧି ପାଇଛି। ବିସିସିଆଇ ସଚିବ ଦେବଜିତ ସାଇକିଆ ଘୋଷଣାକୁ ନିଶ୍ଚିତ କରି କହିଛନ୍ତି: “ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୨୦୨୬ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ବିଜୟୀ ଅଭିଯାନ ପରେ ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହୋଇଥିବା ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଭାରତ ଏହି ଟ୍ରଫି ଉଠାଇଛି | ସଫଳତାର…

Read More