Author: TRUPTIMAYEE SAHOO

ଓକିଲ ମହିଳାଙ୍କୁ ଛୁରୀ , ବେଲ୍ଟରେ ଆକ୍ରମଣ | ନିଜର ଦୁର୍ବ୍ୟବହାର ପାଇଁ ଦିନକ ପରେ ୪ ନାବାଳକଙ୍କୁ ବାନ୍ଧିଲା ପୋଲିସ | ମଣିପୁରର ମହିଳାଙ୍କ ଉପରେ କିଛିସ୍କୁଲ ପିଲା ମରଣାନ୍ତକ ଅସ୍ତ୍ର ନେଇ ଆକ୍ରମଣ କରିଥିବା ହୋଇଛି ଅଭିଯୋଗ | ସେ ଓ ତାଙ୍କ ବନ୍ଧୁ ଦିଲ୍ଲୀର ସାକେତ କୋର୍ଟ କମ୍ପ୍ଲେକ୍ସ ନିକଟବର୍ତ୍ତୀ ଏକ ପାର୍କରେ ବୁଲିବାକୁ ଯାଉଥିବା ସମୟରେ ଆକ୍ରମଣ ସହ ଜାତିଗତ ଦୁର୍ବ୍ୟବହାର କରାଯାଇଥିଲା | ଯାହାର ଅଭିଯୋଗ କ୍ରମେ ଜଣେ ୭ମ ଶ୍ରେଣୀ ଛାତ୍ର ସମେତ ଚାରି ଜଣ ନାବାଳକଙ୍କୁ ଅଟକ ରଖିଛି ପୋଲିସ । ଡେପୁଟି କମିଶନର ଅନନ୍ତ ମିତ୍ତଲ କହିଛନ୍ତି ଯେ, ମହିଳା ଜଣକ ପେଶାରେ ଜଣେ ଓକିଲ | ରବିବାର ସନ୍ଧ୍ୟାରେ ପାର୍କରେ ସେ ତାଙ୍କ ବନ୍ଧୁଙ୍କୁ ଭେଟିବାକୁ ଆସିଥିଲେ। ଦୁଇଜଣ ଚାଲିବା ସମୟରେ ଚାରି ପିଲା ତାଙ୍କୁ ଖରାପ ନଜରରେ ଦେଖିଥିଲେ | ସେମାନେ ଚାରି ଜଣ ପୁଅଙ୍କୁ ସେମାନଙ୍କ…

Read More